କୈଳାଶଙ୍କର ଏନ.ଏସ .ଏ କଟିଲା
ବ୍ରହ୍ମପୁର, (ଓ୍ବାଇଏନ୍ଏସ୍): କିଛିଦିନ ପୁର୍ବେ ପୋଲିସ ଜାତୀୟ ନିରାପତ୍ତା ଆଇନବଳରେ (ଏନ.ଏସ .ଏ )ରେ ଦୁର୍ଦାନ୍ତ ଅପରାଧୀ କୈଳାସ ଘଡେଇଙ୍କୁ ଗିରଫ କରିଥିଲେ । ଆଜି ବୋର୍ଡ଼ରେ କୈଳାସଙ୍କ (ଏନ.ଏସ .ଏ ) କଟିଲା । କୈଳାସ ଘଡେଇ ଜାମିନ ରେ ବାହାରି ଥିବା ନେଇ ତାଙ୍କ ଓକିଲ ପୀତବାସ ପଣ୍ଡା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ କୈଳାସ ଘଡେଇ ଏବଂ ତାଙ୍କ ବିପରୀତ ଗୋଷ୍ଠି ମଧ୍ୟରେ ଦୁଇ ମାସ ପୁର୍ବେ ଗଣ୍ଡଗଳ ହୋଇଥିଲା । ବଡବଜାର ଥାନା ପୋଲିସ କୈଳାସଙ୍କୁ ଗିରଫ କରିବା ପରେ ତାଙ୍କ ନାମରେ (ଏନ.ଏସ .ଏ) ଲାଗିଥିଲା ।


