କୋଣାର୍କ-କାକଟପୁର ପାଣିଛତ୍ର ଛକରେ ୧୬ ଲକ୍ଷ ୭୦ ହଜାର ୩୭୦ଟଙ୍କା ଜବତ

କୋଣାର୍କ-କାକଟପୁର ପାଣିଛତ୍ର ଛକରେ ୧୬ ଲକ୍ଷ ୭୦ ହଜାର ୩୭୦ଟଙ୍କା ଜବତ ଘଟଣାରେ ପ୍ରଣୟ ସାହୁଙ୍କୁ ଜିଲ୍ଲା ନିର୍ବାଚନୀ ଅଧିକାରୀଙ୍କ ନୋଟିସ । ଗତକାଲି ବିଳମ୍ବିତ ରାତିରେ ଫ୍ଲାଇଂସ୍ବାଡ ଜବତ କରିଥିଲା । ପ୍ରଣୟ ସାହୁ ଜଣେ ପାନ ବେପାରୀ ହୋଇଥିଲେମଧ୍ୟ ସେ ଜଣେ କଂଗ୍ରେସର ସରପଞ୍ଚ ଅଛନ୍ତି । ଗୋପ ଜଙ୍ଗଲ ବରୀପଂଚାୟତର ସରପଞ୍ଚ .ଆସନ୍ତା ୭ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ନିକଟରେ ହାଜର ହୋଇ ଏତେ ଟଙ୍କା କେଉଁଠି ଆଣିଲେ କାହିଁକି ଏତେ ଟଙ୍କା ନିଜ ବାଇକରେ ରାତିରେ କେଉଁଠିକୁ ନେଉଥିଲେ ସେ ନେଇ ଉତ୍ତର ରଖିବାକୁ ନୋଟିସ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ