କ୍ଷୁଦ୍ର ବାଲୁକା ଆନିମେସନ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ପ୍ରସିଦ୍ଧ ବାଲୁକା ଆନିମେଟର ମାନସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :୫ମିନିଟ ୩୦ ସେକେଣ୍ଡ ର କ୍ଷୁଦ୍ର ବାଲୁକା ଆନିମେସନ ଚଳଚ୍ଚିତ୍ର ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ଅତି ନିଖୁଣ ଭାବରେ ଦର୍ଶାଇଛନ୍ତି ଏହି କ୍ଷୁଦ୍ର ଚଳଚ୍ଚିତ୍ର ରେ ଜନସମାଗମ ପୁରୀ ରେ କିପରି ପ୍ରବଳ ଭିଡ଼ ହୋଇ ଜନସାମଜ ହଇରାଣ ହେଉଥିଲେ, ବଡ଼ ଦାଣ୍ଡ ରେ ପ୍ରବଳ ଭିଡ଼ ସହିତ ଗାଡି ମାନ ରାସ୍ତା କୁ ଆହୁରି ସଂକୀର୍ଣ୍ଣ କରିଦେଉଥିଲା, ଭକ୍ତମାନେ ପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ ଘଣ୍ଟା ଘଣ୍ଟା ପ୍ରବଳ ଖରା ତରାରେ ଛିଡ଼ା ହୋଇ ରହୁଥିଲେ ଏହି ସବୁ ର ଦୃଶ୍ୟ ଏବଂ ଜନସମାଜ ମାନ ଙ୍କ ର ହଟ ହଟା ର ଦୃଶ୍ୟ ମାନ ଙ୍କୁ ଆମ ର ପ୍ରିୟ ମୁଖ୍ୟମନ୍ତ୍ରୀ ହୃଦୟ ର ସହ ହୃଦୟଙ୍ଗମ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ତ୍ୱରାନ୍ୱିତ କରିବା ର ନିଷ୍ପତି ନେଇଥିଲେଜ୍ଝ ଏଥିରେ ଶ୍ରୀ ଦାଣ୍ଡ, ଶ୍ରୀ ସେତୁ, ଏସି ଟର୍ମୀନାଲ, ଶୌଚାଳୟ, ବିଶାଳ ପାର୍କିଂ ବ୍ୟବସ୍ଥା, ମନ୍ଦିର ଚତୁର୍ପାଶ୍ୱ ର ସୌନ୍ଦର‌୍ୟ୍ୟ କରଣ ର ପରିକଳ୍ପନା କରିଥିଲେ ଜ୍ଝ ତାପରେ ନିର୍ମାଣ ହେଲା ପୁରୀ ର ଅଦ୍ଭୁତ ପୂର୍ବ ପରିବର୍ତନ ର ଯାତ୍ରା ଏହି ସମ୍ପୂର୍ଣ ପ୍ରକ୍ରିୟା କୁ ସ୍ୟାଣ୍ଡ ଆନିମେସନ ମାଧ୍ୟମ ରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ଚିତ୍ରଣ କରିଛନ୍ତି.ଘଣ୍ଟା ଲାଗିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ