ଗୋକୁଳ ଧାମରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବ୍ରହ୍ମପୁର-(ଯୁଗାଦ୍ଦନ୍ୟୁଜ); ମଙ୍ଗଳ ସଧ୍ୟାରେ ସ୍ଥାନୀୟ ଗୋକୁଳଧାମ ପରିସରରେ ଦିବ୍ୟଜୀବନ ସଂଘ ଗୋସାଣୀନୂଆ ଗାଁ ଭକ୍ତ ମାନଙ୍କ ଦ୍ୱାରା ଭଜନ କିର୍ତ୍ତନ,ମହାମନ୍ତ୍ର,ହନୁମାନଚାଳିଶା ପରେ ଠାକୁରଙ୍କ ୧୦୮ ଆଳତୀ ରେ ଶତାଧିକ ଭକ୍ତ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ରାଉତ,ସହଦେବ ପାତ୍ର,କେଦାର ଚୌଧୁର.ପ୍ରଦିପ ପାତ୍ର,ଡିଲୁ ସାବତ,ବାପି ସାହୁ ଙ୍କ ସମେତ ବହୁଭକ୍ତ ଯୋଗଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ