ଗୋପାଳପୁର ପୋର୍ଟ ଫୋରମ୍ୟାନ, ୱିଂଚମ୍ୟାନ ଆଣ୍ଡ ୱାର୍କସ ୟୁନିୟନ ତରଫରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫୧ ହଜାର ଟଙ୍କା ସହାୟତା ରାଶି

ଛତ୍ରପୁର (ଓ୍ବାଇଏନ୍ଏସ୍) : ଗୋପାଳପୁର ପୋର୍ଟ ଫୋରମ୍ୟାନ, ୱିଂଚମ୍ୟାନ ଆଣ୍ଡ ୱାର୍କସ ୟୁନିୟନ ତରଫରୁ କରୋନା ଭାଇରସ ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫୧ ହଜାର ଟଙ୍କା ସହାୟତା ରାଶି  ପ୍ରଦାନ କରିଛନ୍ତି । ମଙ୍ଗଳବାର ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୟୁନିୟନର ସଭାପତି ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ୫୧ ହଜାର ଟଙ୍କାର ଏକ ଚେକ୍ ଡ୍ରାଫ୍ଟ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ପ୍ରଦାନ ବେଳେ ୟୁନିୟନର ରଙ୍କନିଧି ପଲାଇ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ