ଗ୍ରାଉଣ୍ଡ ଜିରୋରେ ୫ଟି ସଚିିବ : ଦୁଖ ଜଣାଇଲେ  ମହିଳା

ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ୫ ଟି ସଚିବ ଭି କାର୍ତ୍ତିକେନ୍ ପାଣ୍ଡିଆନ ଆଜି ଅଚାନକ ରାଉରକେଲା ପରିଦର୍ଶନ କରିଛନ୍ତିି । ପରିଦର୍ଶନ ସମୟରେ ମେଡିକାଲ ର ଗ୍ରାଉଣ୍ଡ ଜିରୋ ରିପୋର୍ଟ କୁ ଦେଖି ତଦାରଖ କରିବା ସହ  ପଚାରିବୁଝିଥିଲେ । ସବୁ କିଛି ଠିକ୍ ଥିଲା । କିନ୍ତୁ ଗାଡିରେ ବସିଥିବା ବେଳେ ୫ ଟି ସଚିବ କୁ ଜାଣେ ମହିଳା ଭେଟି ଗୁରୁତର ଅଭିଯୋଗ କରିଛନ୍ତି । ମେଡିକାଲରେ ଡାକ୍ତରମାନେ ରୋଗୀ ସେବା ନକରି ମୋବାଇଲର ବହୁଳ ବ୍ୟବହାର କରୁଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି  । ସୂଚନା ଅନୁସାରେ ମହିଳା ଜଣଙ୍କ ନାତି ସେକ୍ଟର ୨୦ରେ  ଚିକିତ୍ସିତ  ହେଉଥିବା ସମୟରେ ଡାକ୍ତରଙ୍କୁ ମହିଳା ଜଣକଙ୍କୁ  ନାତି ବିସୟରେ କିଛି ବି ଉତ୍ତର ଦେଇନଥିବା ବେଳେ ମୋବାଇଲରେ ବ୍ୟସ୍ତ ରହୁଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି  । ଏହି ଅଭିଯୋଗ ପରେ ପାଣ୍ଡିଆନ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଅଭିଯୋଗ କରିଛନ୍ତି  ା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ