ଟିମ୍ ଇଣ୍ଡିଆର କୋଚ ହେଲେ ରବି ଶାସ୍ତ୍ରୀ

(ଯୁଗାବ୍ଦ ନ୍ୟୁଜ୍)-ଟିମ୍ ଇଣ୍ଡିଆର କୋଚ ଭାବେ ପୁଣି ଆଉ ଏକ ଇନିଂସ ଆରମ୍ଭ କରିଛନ୍ତି ରବି ଶାସ୍ତ୍ରୀ  । ସେ ଏହି ପଦବୀରେ ୨୦୨୧ ପର୍ଯ୍ୟନ୍ତ ରହିବେ ବୋଲି ଜଣାପଡିଛି । ଏବେ ରବି ଶାସ୍ତ୍ରୀ ଟିମ୍ ସହ ୱେଷ୍ଟଇଣ୍ଡିଜ୍ରେ ରହିଛନ୍ତି। ନିଯୁକ୍ତ ହେବାପରେ ସେ କହିଛନ୍ତି ଟିମ୍ ଇଣ୍ଡିଆର ପାଇଁ କାମ କରିବା ସମ୍ମାନ ଓ ଗର୍ବର ବିଷୟ। ଗତ ୪ରୁ ୫ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ଫିଲ୍ଡିଂ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏବେ ବିଶ୍ୱରେ ଫିଲ୍ଡିଂ କ୍ଷେତ୍ରରେ ଆମେ ୧ ନଂ। ବର୍ତ୍ତମାନର ଟିମ୍ ନିଶ୍ଚିତ ଭାବେ ନିଜର ଛାପ ଛାଡ଼ି ଯିବ ବୋଲି ମୋର ଆଶା।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ