ଡେଙ୍ଗୁ ଦୂରକରେ ଛେଳି କ୍ଷୀର

ଛେଳି କ୍ଷୀର ଅନେକ ପୋଷକ ତତ୍ତ୍ୱରେ ଭରପୁର । ସପ୍ତାହରେ ଥରେ ଛେଳି କ୍ଷୀର ପିଇଲେ ଡେଙ୍ଗୁରୋଗର ହେବାର ଆଶଙ୍କା ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି । ଏଥିରେ କାର୍ବୋହାଇଡ୍ରେଟ୍, ପଟାସିୟମ୍, କପର, ଜିଙ୍କ୍ ଆଦି ପଦାର୍ଥ ରହିଛି । ଏହା ସହିତ ଏଥିରେ ଭିଟାମିନ୍ ଏ, ବି , ସି ମଧ୍ୟ ରହିଛି । ଏଥିରେ କ୍ୟାସିନ୍ ଏ-୨ ରହିଛି, ଯାହାକି ଶରୀରର ପ୍ରତିଷେଧକ ଶକ୍ତି ବୃଦ୍ଧି କରିଥାଏ । ଏହା କାଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିଥାଏ । ଏହା ରକ୍ତହୀନତା ସମସ୍ୟାରୁ ମୁକ୍ତି ଦିଏ ବୋଲି ଆୟୁର୍ବେଦରେ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ