ଦୁଷ୍କର୍ମ ମାମଲାରେ ୧୦ ବର୍ଷ କାରାଦଣ୍ଡ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ବିଚାରପତି ଦିଲ୍ଲିପ କୁମାର ବିଶ୍ୱାଳ ଏକ ଦୁଷ୍କର୍ମ ମାମଲାରେ ଜଣଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ।ସୁଚନାରୁ ପ୍ରକାଶ ଯେ ବାଲିଗୁୁଡା ତାନା ଅନ୍ତର୍ଗତ ପରମପାଙ୍ଗା ପଂଚାୟତର ଗଡଗାବାଲି ଗ୍ରାମର ଅଭିଯୁକ୍ତ ସୁଜିତ କୁମାର ନାୟକ ତାଙ୍କ ଗ୍ରାମର ଜଣଙ୍କୁ ଦୁଷ୍କର୍ମ କରିଥିଲା ଏହାକୁ ବାଲିଗୁଡା ତାନା କେଶ ନମ୍ବର ତା ୫/୧୨/୧୫ରେ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ବାଲିଗୁଡା କୋର୍ଟରେ ୧୧୯/୧୫ରେ କେଶ ରେଜିଷ୍ଟି ହୋଇ ବିଚାରଣ ଚାଲିଥିଲା । ବିଚାରପତି ସମସ୍ତ ସାଖ୍ୟପ୍ରମାଣକୁ ଭକ୍ଟଚ୍ଛକ୍ଟ କରି ଅଭିଯୁକ୍ତ ସୁଜିତ କୁମାର ନାୟକଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି । ଏନେଇ ସୁଚନା ଦେଇଛନ୍ତି ସରକାରୀ ଓକିଲ ସୁଧାଂଶୁ ମୋହନ ପତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ