ଧମେନ୍ଦ୍ର ଙ୍କ ଲଲି ପପ

ବିଜେପି କ୍ଷମତାକୁ ଅସିଲେ ୧ ଟଙ୍କାରେ ଖାଦ୍ୟ ସାମଗ୍ରୀ ମିଳିବ । ଡାଲି, ଚାଉଳ ଏବଂ ଲୁଣ ମାତ୍ର ୧ ଟଙ୍କାରେ ମିଳିବ । ୫ ଶହ ଗ୍ରାମ ଡାଲି, ୫ ଶହ ଗ୍ରାମ ଲୁଣ ଏବଂ ୫ କୋଜି ଚାଉଳ ମାତ୍ର ୧ ଟଙ୍କାରେ ମିଳିବ । ଜାତୀୟ ସୁରକ୍ଷା ଯୋଜନାରେ ମୋଟ ୩କୋଟି ୨୬ ଲକ୍ଷ ହିତାଧୀକାରୀ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ