ନିରୀହ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ୪ଟି ପଞ୍ଚାୟତରେ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ର ବିଭିନ୍ନ ବ୍ଲକ ରେ ରନ୍ଧା ଖାଦ୍ୟ ଦିଆଯାଉଛି କିନ୍ତୁ ଲୋକଙ୍କୁ ପେଟ ପୁରୁନି ଗୋଟେ ଟାଇମ ଖାଇବାରେ ଯା ହେଲ ବି ବର୍ତ୍ତମାନ ସମୟରେ ଖାଇବା ମିଳିବା ଵହୁ କଷ୍ଟକର ଲୋକେ ଲମ୍ଭା ଧାଡିରେ ଦୁର୍ତ୍ତା ରକ୍ଷ୍ୟ କରି ମାକ୍ସ ପିନ୍ଧି ଖାଇବା କୁ ଆସୁଛନ୍ତି ପଞ୍ଚାୟତ ମେରାପୁଲି,ଅନ୍ତରବା, ରାଇପଙ୍କା, ଅଲିଗଣ୍ଡା ରେ ପ୍ରତ୍ୟେକ ଦିନ୬୦ରୁ ଉର୍ଦ୍ଧ ପରିବାରକୁ ଖାଦ୍ୟ ରାନ୍ଧି ବଣ୍ଟା ଯାଉଛି ମାସଙ୍ଘଦୁଆର ରାନ୍ଧି ଲୋକଙ୍କୁ ଦିଆ ଯାଉଥିବ ପଞ୍ଚାୟତ ଅଧିକାରୀ,ସରପଞ୍ଚ ମାନେ କହିଛନ୍ତି


