ନିର୍ବାଚନ ସୁରକ୍ଷାକୁ ନେଇ ଡିଜିପି ଙ୍କ ଅଧ୍ୟକ୍ଷତା ରେ ବୈଠକ

ସମ୍ବଲପୁରରେ ନିର୍ବାଚନ ସୁରକ୍ଷା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି। ପୁଲିସ୍ ଡିଜିପି ଆର.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଏଡିଜି ଅପରେସନ, ଏଡିଜି ଆଇନଶୃଙ୍ଖଳା ଓ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଅନ୍ତର୍ଗତ ୫ଟି ଜିଲ୍ଲାର ଏସ୍ପି ଉପସ୍ଥିତ ଥିଲେ। ଏଥିସହ ଉଜଚୠ ଆଇଜି, ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ