ନୂଆପଡ଼ା ର ବିକାଶ ପ୍ରତି ଅସହିଷ୍ଣୁ

ଚିକିଟି( ଯୁଗାବ୍ଦ ନ୍ୟୁଜ୍) : ଚିକିଟି ବ୍ଲକ ଅଧିନସ୍ଥ ନୂଆପଡା ଗ୍ରାମପଞ୍ଚାୟତ ବିକାଶର ଧାରା ବଜାୟ ରଖିଥିବା ବେଳେ ରାଜନଇତିକ ମନ୍ଦ ଉଧ୍ୟେସ ରଖି କିଛି କ୍ୱଚକ୍ରି ମାନେ ବିକାଶ ଆଗରେ ବାଧକ ସାଜୁଥିବା ନେଇ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ସରପଞ୍ଚ। ଗତ ଅନେକ ବର୍ଷ ହେଲା ନୂଆପଡା ଠାରେ ଏକ ପାଠାଗାର ଚାଲିଆସୁଥିଲା ତାଲା ମୁକ୍ତ କରିବାପାଇଁ ସରପଞ୍ଚ ଚେଷ୍ଟା କରିବାରୁ ଏଥି ପ୍ରତି ବହୁ ବାଧା ବିଘ୍ନ ସୃଷ୍ଟି କରାଇ ଶେଷରେ ରାଜନୀତିକ ଅଭିପ୍ରାୟ ରଖି ପ୍ରତି ବିଭାଗ କୁ ସୂଚନା ତଥ୍ୟ ମାଗି ଅସହ୍ୟ ଇଙ୍ଗିତ ପୂର୍ବକ ଆଳାପ କରି ସରପଞ୍ଚ ଙ୍କ ଉପରକୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏନେଇ ଆଜି ନୂଆପଡା ପଂଚାୟତ ଅଫିସ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସରପଞ୍ଚ ପ୍ରକାଶ କରିଛନ୍ତି। ଏଠାରେ ସରପଞ୍ଚ ଏସ ମମତା , ଜିଲ୍ଲା ପରିଷଦ ପ୍ରାଥି, ବି କ୍ରିଷ୍ଣମୂର୍ତ୍ତି, ଶ୍ୟାମା ତ୍ରିପାଠୀ,ଏସ ଧର୍ମା, ଦଣ୍ଡପାଣି ବିଶୋଇ ଏବଂ ଗ୍ରାମର ଅନେକ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ