ନୂଆ ରୁପରେ ଭାଲୁ ଭାଇନା

ଜୟପୁର,(ଯୁଗାବ୍ଦ ନ୍ୟୁଜ୍‌): ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ ବାଣରେ ଘାଇଲା କରୁଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବେ ନୁଆ ରୁପରେ । ରାଜନୀତିର ଗୋଲକ ଧନ୍ଦାରୁ ବାହାରି ସଂଗୀତ କାର ହେବା ପାଇଁ ବାହାରିଛନ୍ତି ତାରା । କେ ୱାନ୍ ଲାଇଭ ଗୀତରେ କଣ୍ଠଦାନ କରିବେ ଭାଲୁ ଭାଇନା ।

ଏହି ସଂଗୀତ ମାଧ୍ୟମରେ ରାଜ୍ୟରେ ପ୍ରତିଦିନ ଘଟୁଥିବା ଅସାମାଜିକ ବ୍ୟବସ୍ଥାକୁ ନେଇ ଛି ଛି ସଂଗୀତ ମାଧ୍ୟମରେ ସରକାରଙ୍କ ବିଧିବଦ୍ଧ ବ୍ୟବସ୍ଥାକୁ କଟାକ୍ଷ କରିଛନ୍ତି ଭାଲୁ ଭାଇନା । ଖୁବଶିଘ୍ର ତାଙ୍କର ଏଭଳି ଗୀତ ଷ୍ଟୁଡିଓରେ ରେକଡିଂ ହେବାକୁ ଯାଉଛି । ଆଉ ତାଙ୍କ ଗୀତ ବି ଶ୍ରୋତା ମାନଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି ଚର୍ଚ୍ଚା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ