ପାଟପୁରରେ ଚିଦାନନ୍ଦ ଜୟନ୍ତୀ ପାଳିତ 

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଦିବ୍ୟଜୀବନ ସଂଘ ପାଟପୁର ଶାଖା ପକ୍ଷରୁ ସ୍ୱାମୀ ଚିଦାନନ୍ଦ ସରସ୍ବତୀଙ୍କ ୧୦୪ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ମହାଲକ୍ଷ୍ମୀ ମନ୍ଦିର କୈଳାଶଗିରି ପରିସରରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ସ୍ୱାମୀ ଚିଦାନନ୍ଦ ସରସ୍ବତୀଙ୍କ ମାର୍ଗଦର୍ଶନ ସହ ସତସଙ୍ଗ ପୂଜନ କାର୍ଯ୍ୟକ୍ରମ ରେ ବିଶ୍ୱଶାନ୍ତି କାମନା କରାଯାଇଥିଲା |ଭଜନ କୀର୍ତ୍ତନ ଗୁରୁବନ୍ଦନା ଆଦି ଆୟୋଜନ ହୋଇଥିଲା |ଅଶୋକ କୁମାର ବେହେରା କୁଞ୍ଜବିହାରୀ ପାଢ଼ୀ କୃଷ୍ଣଚନ୍ଦ୍ର ପତି ଗୋପାଳ ଚନ୍ଦ୍ର ସାବତ ଆର ରଘୁନାଥ ଦୋରା ଚନ୍ଦ୍ରଶେଖର ସାମନ୍ତରାୟ ଉଦୟ ମଳିକ ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ