ବଜରଙ୍ଗ ଦଳ ତରଫରୁ ଦାବି କରାଯିବା ସହ ବିକ୍ଷୋଭ

ଧମାନଗର (ସନ୍ତୋଷ କୁମାର ପ୍ରଧାନ):-ଗତ ୨୮/୦୬/୨୦୨୨ ରାଜସ୍ଥାନ ର ଉଦୟପୁର ପୁର ଠାରେ ଏକ ସୋସିଆଲ ମିଡ଼ିଆ ରେ ଫଟ ପୋଷ୍ଟ ପାଇଁ ୨ଜଣ ଆତତାୟୀ ମହମ୍ମଦ ମୁସ୍ତାକ ଓ ମହମ୍ମଦ ଗୋସ୍ ଏକ ନିରୀହ ହିନ୍ଦୁ କନ୍ହେଇ କୁମାର ନାମକ ଏକ ଟେଲର୍ ଦୋକାନୀ କୁ ଯେଁଉ ଭଳି ଭାବରେ ଅତ୍ୟନ୍ତ ନିର୍ମମ ଭାବେ ଭୁଜାଲି ରେ ତାର ବେକ କାଟି ହତ୍ୟା କରିଥଲେ ଏବଂ ହତ୍ୟା ସମୟରେ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିବା ଏହା ହିନ୍ଦୁ ସମାଜ ପାଇଁ ଏକ ଚୁନତୀ ସଦୃଶ୍ୟ ହୋଇଛି ଏହାର ପ୍ରତିବାଦ ରେ ବଜରଙ୍ଗ ଦଳ ତରଫରୁ ସମଗ୍ର ଦେଶରେ ଇସଲାମିକ ଜିହାଦ ଓ ଆତଙ୍କବାଦ ବିରୋଧ ଓ ଉକ୍ତ ଦୁଇ ଜଣ ଆତତାୟୀ ମାନଙ୍କୁ ଯଥା ଶୀଘ୍ର ଫାଶୀ ଦଣ୍ଡ ଦିଆଯିବା ପାଇଁ ବଜରଙ୍ଗ ଦଳ ତରଫରୁ ଦାବି କରାଯିବା ସହ ବିକ୍ଷୋଭ କରଯାଇଥିଲା  ଆଜି ସନ୍ଧ୍ୟା ୫  ଘଟିକା ସମୟରେ  ଧାମନଗର ଟ୍ରେକର ଷ୍ଟାଣ୍ଡ ନିକଟରେ ଆତତାୟୀ ମାନଙ୍କ କୁଷପୁତିଲିକା  ଦାହ କରିବା ସହ ଆସାମୀକୁ ତୁରଂତ ଫାଶୀ ଦିଆଯାଉ ବୋଲି ବଜରଙ୍ଗ ଦଳର ବିଭାଗ ତଥା ଜିଲ୍ଲା ସଂଯୋଜକ ଶ୍ରୀମାନ ବିପିନ ବିହାରୀ ପଣ୍ଡା ଦାବି ଉପସ୍ଥାପନା କରିଥିଲେ I ଉକ୍ତ କାର୍ଯ୍ୟକ୍ରମ ରେ  ଧାମନଗର ବିଶ୍ବହିନ୍ଦୁ ପରିଷଦ ସଭାପତି ମାନନୀୟ  କୈଳାସ ଚନ୍ଦ୍ର ଗୁପ୍ତା, ସମ୍ପାଦକ ସଞ୍ଜୟ କୁମାର ସ୍ୱାଇଁ, ଶୁଶାନ୍ତ କୁମାର ରାଉତ, ମାନସ ପରିଡ଼ା, ସକ୍ତିଦତ ଦାଶ ଚନ୍ଦ୍ରମଣି ବେହେରା, ପ୍ରଶାନ୍ତ ପରିଡ଼ା, ଦେବେନ୍ଦ୍ର ଜେନା, ବ୍ରହ୍ମାନନ୍ଦ ନାୟକ, ନାରାୟଣ ସାହାଣୀ, ସରୋଜ ପରିଡ଼ା, କୁନାଲ ମାଝୀ, ସୁବାସ ଚନ୍ଦ୍ର ସାହୁ, ଲକ୍ଷ୍ମୀଧର ପାଣିଗ୍ରାହୀ, ଅନିଲ ଘଡେ଼ଇ, ଗିରିଧାରୀ ସେଠୀ, ଦିଲୀପ ପଣ୍ଡା, ଶିବୁ ଦେବତା ଓ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତି ଥିଲେ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ