ବିରଳ ପ୍ରଜାତି ର କ୍ୟାଟ ଫିସ ଉଦ୍ଧାର

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବାହାରେଣା ପଞ୍ଚାୟତ ର କଦଳୀବାରି ଗ୍ରାମ ର ପୂର୍ଣ୍ଣ ଚନ୍ଦ୍ର ବରାଳ ଙ୍କ ପୋଖରୀ ରୁ ଏକ ବିରଳ ପ୍ରଜାତି ର କ୍ୟାଟ ଫିସ ମାଛ ଉଦ୍ଧାର ହୋଇଛି। ମାଛ ଟିକୁ ଦେଖିବାକୁ ଗ୍ରାମ ରେ ଲୋକ ଙ୍କ ଭିଡ଼ ଲାଗିଥିଲା। ପୂର୍ଣ୍ଣ ଚନ୍ଦ୍ର ଏହି ମାଛ ଟିକୁ ନିକଟସ୍ଥ ଏକ ପୋଖରୀ ରେ ଛାଡି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ