ଭଣ୍ଡାରିପୋଖରୀ ବ୍ଲକର ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକର ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ ଘଟି  ଗୁହାଳ ସହିତ ବାସ ଗୃହ ପୋଡି ନଷ୍ଟ ହୋଇଥିବା ଜଣାପଡିଛି । ଵନ୍ଦାଳୋ ମଢିଆଳି ପଂଚାୟତ ମହେଶପୁର ଗ୍ରାମର ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କ ଗୁହାଳ ଓ ବାସଗୃହ ପୋଡି ନଷ୍ଟ ହୋଇଥିବା ଜଣାପଡିଛି । ଅନୁରୂପ ଭାବେ ତେସିଙ୍ଗା ପଂଚାୟତ ବଡ ବନସ୍ତାରେ ରାତି ପ୍ରାୟ ୯ଟା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଗୌରାଙ୍ଗ ସେଠୀଙ୍କ ର ଗୁହାଳ ଓ ବାସଗୃହ ପୋଡି ନଷ୍ଟ ହୋଇଥିବା ଜଣା ପଡ଼ିଛି। ଗ୍ରାମବାସୀଙ୍କ ସମେତ ଭଣ୍ଡାରିପୋଖରୀ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ