ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିଂନ ରେ ମାର ପିଟ : ଜଣେ ଆହତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବର୍ତ୍ତମାନ କିଛି ସମୟ ପୂର୍ବେ ଭୁବନେଶ୍ୱର ଖାରବେଳ ଥାନା ଅନ୍ତର୍ଗତ ରେଳ ଷ୍ଟେସନ ସମ୍ମୁଖରେ ଥିବା ଏକ ରାସ୍ତାପାର୍ଶ୍ୱ ହୋଟେଲ ରେ ପଶି ୫ରୁ ଉର୍ଧ୍ଵ ଦୃବୃତ୍ତ ହୋଟେଲ କର୍ମଚାରୀ ଙ୍କୁ ମାଡ଼ ମାରି ଗୁରୁତର ଭାବେ ଆହତ କରିବା ସହ ହୋଟେଲ ଚୌକି ଟେବୁଲ ଓ ଅନ୍ୟ ଆସବାବପତ୍ର ଭାଙ୍ଗିରୁଜି ଦେଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଖାରବେଳ ଥାନା ରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି ।


