ମଧ୍ୟସ୍ଥତା କରିବା ପାଇଁ ଆମେରିକା ମନାକଲା 

( ଯୁଗାବ୍ଦ ନ୍ୟୁଜ୍)ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମନା କରି ଦେଇଛନ୍ତି । ଆମେରିକାରେ ଭାରତୀୟ ରାଜଦୂତ, କାଶ୍ମୀର ପ୍ରସଙ୍ଗରେ ସୂଚନା ଦେଇଛନ୍ତି, କି ଏହା ଏକ ଦ୍ୱିପାକ୍ଷିକ ମାମଲା, ତେଣୁ ଏଥିରେ ଆମେରିକା କୌଣସୀ ହସ୍ତକ୍ଷେପ କରିବ ନାହିଁ । ବରଂ ଦ୍ୱିପାକ୍ଷିକ ସ୍ତରରେ ଭାରତ ଓ ପାକିସ୍ତାନକୁ ବୁଝାମଣା ବୁଝାମଣା କରିବା ପାଇଁ ପ୍ରୋତ୍ସାହିତ କରିବ । ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି କି, ମିଳିତ ଜାତିସଙ୍ଘ ମହାସଚିବ ଏନ୍ଥୋନିଆ ଗୁତାରେସ ସ୍ପଷ୍ଟ କରିଛନ୍ତି କି, କାଶ୍ମୀର ପ୍ରସଙ୍ଗ ଭାରତ ପାକିସ୍ତାନ ଶିମଲା ଚୁକ୍ତି ଏବଂ ଲାହୋର ଘୋଷଣା ପତ୍ର ଅନୁସାରେ ଦ୍ୱିପାକ୍ଷିକ ସ୍ତରରେ ବୁଝାମଣା କରି ନେବା ଉଚିତ୍ । ଏଥିପାଇଁ ଏଥିରେ ତୃତୀୟ ପକ୍ଷ ହସ୍ତକ୍ଷେପ କରି ପାରିବେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ