ମାଡପିଟ୍ ରେ ୪ ଆହାତ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲା ବ୍ରହ୍ମପୁର ସହର ଗାନ୍ଧିନଗର ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । କିଛି ଯୁବକ ଖୋଲା ସ୍ଥାନରେ ପରିସ୍ରା କରିବା ଘଟଣାକ ୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ଜଣାପଡିଛି । ଯୁବକ ମାନଙ୍କ ଉପର କିଛି ସ୍ଥାନୀୟ ପିଲା ଅ ।କ୍ରମଣ କରିଥିବା ସୂଚନା ମିଳିଛି । ମୁସଲିମ ପିଲାଙ୍କ ଆକ୍ରମଣରେ ଦେବାଶିଷ ପଟ୍ଟନାୟକ ,ପି.ରାକେଶ ପାତ୍ର ,ଅକ୍ଷୟ ପଣ୍ଡା , ଜେମ୍ସ ସ୍ୱାଇଁ ଆହାତ ହୋଇଛନ୍ତି । ଆହାତ ୪ ଜଣ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ପୋଲି୍ସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ