ପର୍ଯ୍ୟବେକ୍ଷକ ଘୋଷଣା କଲା ବିଜେଡି ଗଞ୍ଜାମ ହେଲେ ମହେଶ୍ୱର ମହାନ୍ତି
ରାଜ୍ୟର ର ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛି ବିଜେଡି ।ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଜାଣନ୍ତୁ କେଉଁ ନେତାଙ୍କୁ ମିଳିଛି କେଉଁ ଜିଲ୍ଲାର ଦାୟିତ୍ୱ?\nସଞ୍ଜୟ ଦାସବର୍ମା – ନବରଙ୍ଗପୁର ଓ ରାୟଗଡ଼ା\nଚନ୍ଦ୍ରସାରଥୀ ବେହେରା – କୋରାପୁଟ ଓ ମାଲକାନଗିରି\nନବକିଶୋର ଦାସ – କଳାହାଣ୍ଡି\nପ୍ରଫୁଲ୍ଲ ମଲ୍ଲିକ – ବରଗଡ଼\nସୁଶାନ୍ତ ସିଂହ – ବଲାଙ୍ଗିର\nବିକ୍ରମ ଆରୁଖ – କନ୍ଧମାଳ\nନିରଞ୍ଜନ ପୂଜାରୀ – ଅନୁଗୁଳ\nପ୍ରତାପ ଜେନା – ବାଲେଶ୍ୱର\nରଣେନ୍ଦ୍ର ସ୍ୱାଇଁ – ଭଦ୍ରକ\nପ୍ରମିଳା ମଲ୍ଲିକ – କେନ୍ଦ୍ରାପଡ଼ା\nଦେବାଶିଷ ସାମନ୍ତରାୟ – ଜଗତସିଂହପୁର\nପ୍ରଦୀପ କୁମାର ଅମାତ୍ – ପୁରୀ\nଉଷା ଦେବୀ – କଟକ\nଅଶୋକ ଚନ୍ଦ୍ର ପଣ୍ଡା – ଯାଜପୁର\nପୂର୍ଣ୍ଣଚନ୍ଦ୍ର ସ୍ଵାଇଁ – ଗଜପତି\nବିଜୟ ନାୟକ – ଢେଙ୍କାନାଳ\nକୃତିବାସ ପାତ୍ର – ବୌଦ୍ଧ\nନଳିନୀକାନ୍ତ ପ୍ରଧାନ – ସମ୍ବଲପୁର, ଦେବଗଡ଼\nପ୍ରୀତି ରଞ୍ଜନ ଘଡ଼ାଇ – ସୁନ୍ଦରଗଡ଼\nକ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର – କେନ୍ଦୁଝର\nପ୍ରଣବ ପ୍ରକାଶ ଦାସ – ମୟୂରଭଞ୍ଜ\nଅମର ପ୍ରସାଦ ଶତପଥୀ – ନୟାଗଡ଼\nପଦ୍ମନାଭ ବେହେରା – ଝାରସୁଗୁଡ଼ା\nହାଜି ମହମ୍ମଦ ଆୟୁବ୍ ଖାନ୍ – ସୁବର୍ଣ୍ଣପୁର\nମହେଶ୍ୱର ମହାନ୍ତି – ଗଞ୍ଜାମ ।


