ମାଲକାନଗିରି ଜିଲ୍ଲାରେ କଂଗ୍ରେସର ଅନୁସନ୍ଧାନ କମିଟି

ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ଆଜି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନର୍ଗତ rsc-13 ଗ୍ରାମରେ ପହଂଚି ଥିଲେ କଂଗ୍ରେସ ପ୍ରଦେଶ କମିଟିର 4ଜଣିଆ ଅନୁସନ୍ଧାନ କମିଟି ପହଞ୍ଚିଥିଲେ । ଏହି ବର୍ଷ ଜୁନ 7 ତାରିଖର ରାତିରେ ଚିତ୍ରକୋଣ୍ଡା sdpo ଅଂଶୁମାନଙ୍କ ନେତୃତ୍ୱରେ ସମୟ 1ଘଂଟା ରାତିରେ rsc 13, rsc 10,rsc11 ଓ ପୁରୁଣା ପାଣି ଗ୍ରାମରେ ପଶି ଗଂଜେଇ ଧରିବା ପାଇଁ ଯାଇ ଥିବା ସମୟରେ ଚିତ୍ରକୋଣ୍ଡା ପୋଲିସଙ୍କ ଦ୍ୱାରା କିଛି ମହିଳା ବିରୋଧ କରିବା ରୁ ମାଡ଼ ମାରି ଥିବା ଓ ଜୁନ 20 ତାରିଖରେ ଗଣ ବିକ୍ଷୋଭ କରି ଚିତ୍ରକୋଣ୍ଡା ପୋଲିସ ଥାନା କୁ ଭଙ୍ଗାରୁଜା କରି 18 କଂଗ୍ରେସ କର୍ମୀ ଜେଲ ଯାଇଥିଲେ । ଏହି କମିଟିର ବାହିନୀ ନେତୃତ୍ୱରେ ସନ୍ତୋଷ ସିଙ୍ଘ ସାଲୁଜା, କଣ୍ଟାବାଞ୍ଜି ବିଧାୟକଅଧିରାଜ ପାଣିଗ୍ରାହୀ, ଖରିଆର ବିଧାୟକରାଜନ ଏକ୍କା ରାଇରାଙ୍ଗ ପୁର ବିଧାୟକ ଅନୁସନ୍ଧାନ କମିଟିର ସଦସ୍ୟ ଥିଲେ । ଏହି କଂଗ୍ରେସ ଅନୁସନ୍ଧାନ କମିଟି ସମ୍ପୂର୍ଣ ତଥ୍ୟ ସଂଗ୍ରହ କରି ମାଲକାନଗିରି sp ପ୍ରଦାନ sdpo ଙ୍କୁ କାର୍ଯ୍ୟ ରୁ ବହିଷ୍କାର ପାଇଁ ଦାବି କରିବେ ଓ ବିଧାନସଭା ଏହି ଘଟଣା ଉପସ୍ଥାପନା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ