ମୋବାଇଲରେ ଘୁରୁବୁଲୁଛି ପ୍ରଶ୍ନପତ୍ର

ବୋର୍ଡ ପରୀକ୍ଷା ଶାନ୍ତି ଶୃଙ୍ଖଳା ସହ ଚାଲିଥିବା ବେଳେ ପରୀକ୍ଷାର କିଛି ସମୟ ମଧ୍ୟରେ ମାଟ୍ରିକ ପ୍ରଶ୍ନପତ୍ର ସୋସିଆଲ ମିଡିଆ ସମେତ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ପ୍ରାଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କୈାଣସି ସ୍ଥାନରେ ପ୍ରଶାସନର ଅବହେଳା ଯୋଗୁଁ ପ୍ରତିବର୍ଷ ଏଭଳି ଅଭାବନୀୟ ଖବର ଶୁଣିବାକୁ ମିଳୁଛି । ପ୍ରଶ୍ନପତ୍ର ଭାଇରାଲ ଘଟଣା ଭଳି ଏକ ସଂଗୀନ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଂଚଳରେ । ଅନ୍ୟ ପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ପ୍ରଶ୍ନପତ୍ର ଭାଇରାଲ ନେଇ କୈାଣସି ତଥ୍ୟ ସଠିକ୍ ତଥ୍ୟ ମିଳିପାରିନାହିଁ । ଯଦି ପ୍ରକୃତ ଘଟଣାର ସତ୍ୟତା ଥାଏ ତେବେ ନିଶ୍ଚିତ ଭାବରେ ଏହାର ତଦନ୍ତ କରି କାଯ୍ୟଁ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ