ଲଦାଖରେ ପ୍ରତିରକ୍ଷା ମନ୍ତ୍ରୀ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଧାରା ୩୭୦ ଉଠିବାପରେ ପ୍ରଥମ ଗ୍ରସ୍ତ କରିଛନ୍ତି ଲଦାଖ ସେ ଗୁରୁବାର ଲେହରେ ରେ କିଷାନ ଯବାନ ବିଜ୍ଞାନରେ ଯୋଗଦେଇ ସେ କହିଛନ୍ତି ୩୭୦ ଉଠୁବା ପରେ ଏଠାକାର ଜନସାଧାରଣ ଉଚିତ୍ ନ୍ୟୟ ପାଇବାରିବେ ଲେହରେ ସ୍ଥିତି ସମୀକ୍ଷା କରିବା ପରେ ସାଧାରଣ ଲୋକଙ୍କୁ ଭେଟିବେ। ଏଥିସହ ଯବାନଙ୍କୁ ଭେଟିବାର କାର‌୍ୟ୍ୟକ୍ରମ ରହିଛି । ଅନ୍ୟପଟେ ଆଜି ସିପିଏମ୍ ନେତା ସୀତାରାମ ୟେଚୁରୀ ମଧ୍ୟ ଶ୍ରୀନଗର ଗସ୍ତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ୟେଚୁରୀ ଆଜି ଜମ୍ମୁ କଶ୍ମୀର ଯାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ