ଲୋକପାଳ କମିଟି ସଦସ୍ୟକୁ ଶପଥ ପାଠ କରାଇଲେ ଜଷ୍ଟିସ ପିସି ଘୋଷ
ଲୋକସଭା କମିଟିର ସଦସ୍ୟଙ୍କୁ ଶପଥପାଠ କରାଇଛନ୍ତି ଲୋକପାଳ ଜଷ୍ଟିସ ପିସି ଘୋଷ । କମିଟି ସଦସ୍ୟ ମାନଙ୍କ ମଧ୍ୟରେ ଅଛନ୍ତି ଜଷ୍ଟିସ ଦିଲ୍ଲୀପ ବାବାସାହେବ , ଭୋଷେଲେ, ପ୍ରଦୀପ କୁମାର ପଟ୍ଟନାୟକ , ଅଭିଳାଷ କୁମାରୀ, ଅଜୟ କୁମାର ତ୍ରିପାଠୀ , ଦିନେଶ କୁମାରଜୈନ , ଅର୍ଚ୍ଚନା , ରମାସୁନ୍ଦରମ, ମହେନ୍ଦର ସିଂହ , ଓ ଡ.ଇନ୍ଦ୍ରଜିତ ପ୍ରସାଦ,ଗୈାତମ , ଏହି ସମାରୋହରେ ଡିଓପିଟି ସଚିବ ଡ.ସି ଚନ୍ଦ୍ରମଉଳି ,ସେଂଟ୍ରୋଲ ଭିଜିଲାନ୍ସ କମିସନର କେଭି ଚୈାଧୁରୀ , ଆଇବି ନିର୍ଦେଶକ ରାଜୀବ ଜୈନ ,ଏହା ସହିତ ଅନ୍ୟମାନ୍ୟଗନ ବ୍ୟକ୍ତି ଯୋଗ ଦେଇଥିଲେ ।


