ଶାସଙ୍ଗରେ ସ୍ୱର୍ଗତ ରତ୍ନମଣୀ ବିଶ୍ୱାଳଙ୍କ ସ୍ମୃତିସଭା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତର ପୁର୍ବତନ ସରପଞ୍ଚ , ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ବର୍ତ୍ତମାନର ୩୭ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳଙ୍କ ମାତା ସ୍ୱର୍ଗତ ରତ୍ନମଣୀ ବିଶ୍ୱାଳଙ୍କ ଏକାଦଶାହ ଅବସରରେ ତାଙ୍କ ବାସଭବନରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଘସିପୁରା ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଜଗନ୍ନାଥ ନାୟକ, ପୁର୍ବତନ ବିଧାୟକ ମାୟାଧର ଜେନା, ଜିଲ୍ଲାପରିଷଦ ଅଧ୍ୟକ୍ଷା ସାଗରୀକା ସାହୁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଆନନ୍ଦପୁର ମୁନିସପାଲଟି ଚେୟାରମ୍ୟାନ ରଜନୀରାଣୀ ଖଟୁଆ, ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକନ୍ତ ରାଉତ, ବିଜେପି ନେତା ଆଲୋକ ସେଠୀ, ଆନନ୍ଦପୁର କଂଗ୍ରେସ ନେତା ଟିକିନା ଜେନା, ଜିଲ୍ଲାପରିଷଦ ସଦସ୍ୟ କୌଶଲ୍ୟା ସେଠୀ, ଜିତେନ୍ଦ୍ର ସାମଲ, ସୁକାନ୍ତୀ ଜେନା, ମହିଳା କମସିସନର ସଦସ୍ୟା ଆରତୀ ସି, ପୁର୍ବତନ ଆନନ୍ଦପୁର ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳ, ସରପଞ୍ଚ ଚିନ୍ମୟ ନାୟକ, ପ୍ରଶାନ୍ତ ରାଉତ, ଜଗବନ୍ଧୁ କାଣ୍ଡି, ଦିନେଶ ସେଠୀ, ରବିନ୍ଦ୍ର ଜେନା, ରମାକାନ୍ତ ନାୟକ ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚରଣ ଓଝା, ଅକ୍ଷୟ ବରାଳ, ଶତୃଘ୍ନ ପାତ୍ର, ବିରେନ୍ଦ୍ର କୁମାର ବିଶ୍ୱାଳ, ବିଜୟ ମହାପାତ୍ର, ଅଜୟ ଘଡେଇ, ଦୁର୍ଗା ପ୍ରସାଦ ଆୟଚ, ଯୋଗେନ୍ଦ୍ର ବେହେରା, ଗୋପାଳ ପଟ୍ଟନାୟକ, ନରହରି ପାତ୍ର, ବିଜୟ ରାଉତ, ରବିନ୍ଦ୍ର ନାୟକ, ରବିନ୍ଦ୍ର ସାହୁ, ବୁଦ୍ଧଦେବ ଜେନା, ଗୋପାଳ ନାୟକ, କୃଷ୍ଣଚନ୍ଦ୍ର ଜେନା. ବିମଳ ଜେନା, ଶରତ ସେଠୀ, ନାରାୟଣ ଜେନାଙ୍କ ସମେତ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ରତ୍ନମଣୀ ବିଶ୍ୱାଳଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ । ଚାରଣ ଗୋଷ୍ଠୀ ପକ୍ଷରୁ ସତସଙ୍ଗ କରାଯାଇଥିବାବେଳେ ଭଜନ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା । କୋକିଳ ବିଶ୍ୱାଳ, ବୀରଭଦ୍ର ବିଶ୍ୱାଳ, ସତ୍ୟଭାମା ବିଶ୍ୱାଳ, ବିମ୍ବାଧର ବିଶ୍ୱାଳ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ଶଶିକାନ୍ତ ବିଶ୍ୱାଳ, ସ୍ନେହମୟୀ ବିଶ୍ୱାଳ, ପ୍ରଦୀପ କୁମାର ବିଶ୍ୱାଳ, ସୁନିତା ବିଶ୍ୱାଳ, ବିଜୟ କୁମାର ବିଶ୍ୱାଳ, ମାନସ ବିଶ୍ୱାଳ, ସଞ୍ଜୟ ବିଶ୍ୱାଳ, ଶୁଭପ୍ରକାଶ ବିଶ୍ୱାଳ, ସତ୍ୟପ୍ରକାଶ ବିଶ୍ୱାଳ, ନିରୁପମା ବିଶ୍ୱାଳ, ରାଣୀ ବିଶ୍ୱାଳ, ଲକି ବିଶ୍ୱାଳ, ଟୁକୁ ପ୍ରଧାନ, ବିପିନି ସା, ଘାଲି ବିଶ୍ୱାଳ, ବାବୁ ଘଡେଇ, ରଶ୍ମିତା ଘଡେଇ, ରବିନ୍ଦ୍ର ବେହେରା, ପବିତ୍ର ରାଉତ, ଜିତ୍ତେନ୍ଦ୍ର ରାଉତରାୟ, ରୁମ ବିଶ୍ୱାଳ, ମଣ୍ଟୁ ବିଶ୍ୱାଳ, ପ୍ରତାପ ବିଶ୍ୱାଳ, ପ୍ରମୋଦ ବିଶ୍ୱାଳ, ନାରାୟଣ ବିଶ୍ୱାଳ, ଖୁସି ବିଶ୍ୱାଳ, ରାଧି ବିଶ୍ୱାଳ, ରୁପା ବିଶ୍ୱାଳ, ଚନ୍ଦ୍ରମଣି ବିଶ୍ୱାଳ, ଅଶ୍ରୁମୋଚନ ବିଶ୍ୱାଳ, ଶୁଭ ପ୍ରକାଶ ବିଶ୍ୱାଳ, ସତ୍ୟପ୍ରକାଶ ବିଶ୍ୱାଳ ପ୍ରମୁଖଙ୍କ ସମେତ ଶାସଙ୍ଗ ପଞ୍ଚାୟତବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


