ସଦର ପୋଲିସ ହାତରେ ୪ ଲୁହା ଚୋର

କଟକ,(ଦୀପକ୍ କୁମାର ବେଉରା): ଫ୍ଲାଏ ଓଭର ନିର୍ମାଣ ପାଇଁ ରହିଥିବା ଦାମୀ ଲୁହା ସାମଗ୍ରୀ ଚୋରି ଘଟଣାରେ ଗିରଫ ହେଲେ ୪ ଜଣ ଦୁର୍ବୁତ୍ତ । ଗତ ୨୨ ତାରିଖ ରେ ଏହି ଘଟଣା ଘଟିଥିଲା । ଏନେଇ  ସଦର ଥାନା ରେ ମାମଲା ରୁଜୁ କରିଥିଲେ ଧନେଶ୍ୱର ସାମଲ । ଯିଏକି ଏହି ଦାମୀ ଲୁହା ର ତଦାରଖ କରୁଥିଲେ ।ତେବେ ଏହି ଘଟଣା ରେ ୪ ଜଣ ଗିରଫ ହୋଇଥିବା ବ୍ୟକ୍ତି ହେଲେ ସମ୍ୱଲପୁରିଆ , ଲକି ଦେବାନ ଓ ଗେଡା । ଗିରଫ ସମୟରେ ସମସ୍ତ ଚୋରି ସାମଗ୍ରୀ ଓ ଏକ ଅଟୋ ମଧ୍ୟ ଜବତ କରିଛି ପୋଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ