ସରକାରୀ ନିଷ୍କ୍ରିୟତାକୁ ଏନୟୁଜେଅ।ଇର ନିନ୍ଦା

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ ): ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଟାକରା ଉଚ୍ଚ ବିଦ୍ୟାଳୟରେ ଦୁବର‌୍ୟବହାର କରିବା ସହ ଫାଟକରେ ତାଲା ପକାଇ ଘଣ୍ଟା ଘଣ୍ଟା ଧରି ଅଟକ ରଖିବା ଘଟଣାକୁ କେନ୍ଦ୍ରକରି ଗତ ଜୁଲାଇ ୧୦ ତାରିଖ ଠାରୁ ସାମ୍ବାଦିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୩ ଦଫା ଦାବି ନେଇ ଦଶପଲ୍ଲା ଥାନା ସମ୍ମୁଖରେ ଗଣଧାରଣା ଦିଅ ।ଯାଇଥିଲା । ଗଣଧାରଣାର ୫ମ ଦିନରେ ଜିଲା ଅତିରିକ୍ତ ଅ ।ରକ୍ଷୀ ଅଧିକ୍ଷକ ଦିଲିପ କୁମାର ସାହାଣୀ ଧାରଣା ସ୍ଥଳରେ ପହଞ୍ôଚ ସାମ୍ବାଦିକମାନଙ୍କ ସହ ଅ ।ଲେ ।ଚନା କରିବା ସହ ଘଟଣାର ପୁନଃ ତଦନ୍ତ କରାଯାଇ କାଯର‌୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ପ୍ରତିଶ୍ରୁତିର ୭ ଦିନ ବିତି ଯାଇଥିଲେ ମଧ୍ୟ ଏପଯର‌୍ୟନ୍ତ କୌଣସି କାଯର‌୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହାକୁ ନେଇ ବୈଠକରେ ଜାତୀୟ ସାମ୍ବାଦିକ ୟୁନିଅନ (ଏନୟୁଜେଅ ।ଇ) ଓଡ଼ିଶା ରାଜ୍ୟ ଶାଖା ସଭାପତି ରବି ରଥ ଯେ ।ଗଦେଇ ସାମ୍ବାଦିକମାନଙ୍କ ସହ ଅ ।ଲେ ।ଚନା କରିଥିଲେ । ସମ୍ପୃକ୍ତ ଶିକ୍ଷକଙ୍କ ବିରେ ।ଧରେ କଡ଼ା କାଯର‌୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକଙ୍କୁ ସୁରକ୍ଷା ଯେ ।ଗାଇବାରେ ବିଫଳ ହେ ।ଇଥିବା ପେ ।ଲିସ ଅଧିକାରୀଙ୍କ ବିରେ ।ଧରେ କାଯର‌୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦାବି କରିଥିଲେ । ଏ ସମ୍ପର୍କରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସାମ୍ବାଦିକମାନେ ଗତ ଅଗଷ୍ଟ ୨ ତାରିଖରୁ ତିନିଦିନ ଧରି ପ୍ରତୀକ ଧାରଣା ଓ ୫ ତାରିଖରୁ ଅ ।ମରଣ ଅନଶନ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଅତ୍ୟନ୍ତ ନିନ୍ଦାର ବିଷୟ ବେ ।ଲି ଏନୟୁଜେଅ ।ଇର ଓଡ଼ିଶା ଶାଖା ସଭାପତି ରବି ରଥ ଉଦବେଗ ପ୍ରକାଶ କରିଛନ୍ତି ଏବଂ ରାଜ୍ୟରେ ଅ ।ଇନ ଶୃଙ୍ଖଳା ବ୍ୟବସ୍ଥା କିଭଳି ·ଲିଛି ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି । ସାମ୍ବାଦିକମାନଙ୍କୁ ସୁରକ୍ଷା ଯେ ।ଗାଇବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହେ ।ଇଛନ୍ତି ବେ ।ଲି ଶ୍ରୀ ରଥ ଅଭିଯେ ।ଗ କରିବା ସହ ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ