ସ୍ୱାସ୍ଥ୍ୟକାର୍ଡ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞନ୍ତା

ଗାଙ୍ଗପୁର, (ସନ୍ତୋଷ ବିଶୋଇ) : ଆଜି ସନ୍ଦ୍ୟରେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ଠାରେ ବିଜେଡିର ଏକ ସାଂଘାଠନିକ ବୈଠକ ପଞ୍ଚାୟତ ବିଜେଡି ସଭାପତି ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ରାସନ କାର୍ଡ ହୋଲଡ଼ରଙ୍କୁ ସ୍ୱାସ୍ତ୍ୟକାର୍ଡ ରେ ସ୍ଥାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କୁ ପଞ୍ଚାୟତ ବିଜେଡି ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଆଜିର ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଅମିତ କୁମାର ନାୟକ, 47 ଯୋନ ବିଜେଡି ସଭାପତି ତଥା ପୂର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ ପାତ୍ର, ପୂର୍ବତନ ସମିତି ସଭ୍ୟ ରାମେଶ୍ୱର ରାଉତ, ବ୍ଲକ ଉପସଭାପତି ସୁରେନ୍ଦ୍ର ଦାଶ, ପଂଚାୟତ ଯୁବବିଜେଡି ସଭାପତି ଜଳନ୍ଧର ନାୟକ, ରମେଶ ଚନ୍ଦ୍ର ବିଶ୍ୱାଳ, ସିଲୁ ପଣ୍ଡା, ଦେବେନ୍ଦ୍ର ରାଉତ, ଦିଲୀପ ଗୌଡ଼, ରଙ୍କନିଧି ସ୍ଵାଇଁ, ଦୁଖା ମହାପାତ୍ର, କୃଷ୍ଣ ଚନ୍ଦ୍ର ଗୌଡ଼, ମାର୍କଣ୍ଡ ବେହେରା, ମନୋଜ ଗୌଡ଼, ବିରେନ୍ଦ୍ର ଗୋଡ, ଆଡିକନ୍ଧ ଗୌଡ଼, କବିଚନ୍ଦ୍ର ନାୟକ, ନାରାୟଣ ଗୌଡ଼, ସଞ୍ଜୟ ବାରିକ, ଏହି ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନପାଇଁ ପ୍ରତେକ ୱାର୍ଡ ବାରି ସାଂଗଠନକୁ ମଜବୁତ କରିବା ସହ ପଞ୍ଚାୟତ ନିର୍ବାଚନରେ ମିଳିମିଶି କାମ କରିବାକୁ ସଂକଳ୍ପ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ