ହଦଗଡରେ ଶ୍ୟାମା କାଳୀପୂଜା

ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ହଦଗଡ ଠାରେ ଶ୍ୟାମା କାଳୀପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମା ଶ୍ୟାମାକାଳୀପୂଜା କମିଟି ପକ୍ଷରୁ ଆୟୋଜିତ ଏହି ପୂଜାରେ କଳଶ ଶୋଭାଯାତ୍ରା କରାଯାଇ ମାଙ୍କ ମଣ୍ଡପରେ ସ୍ଥାପନ କରାଯିବାପରେ ପଣ୍ଡିତ କାର୍ତ୍ତିକ ପାଣିଗ୍ରାହୀଙ୍କ ଦ୍ୱାରା ସମସ୍ତ ରିତୀନୀତି ମତେ ପୂଜାର୍ଚ୍ଚନା କରାଯାଇଥିଲା । ଜ୍ଞାନ ରଞ୍ଜନ ସାହୁ, ଲାଲୁ ପ୍ରସାଦ ମାରାଣ୍ଡି, ବାଦଲ ଗିରି, ରୁଦ୍ରନାରାୟଣ ଜେନା, ସୌମ୍ୟ ରଞ୍ଜନ ନାୟକ, ଦିବ୍ୟ ଜ୍ୟୋତି ଦାସ, ଶୁଭଙ୍କର ଦାସ, ଅବିନାଶ ନାୟକ, ରାମଚନ୍ଦ୍ର ସୋରେନ, ଦେବାଶିଷ ଜେନା ପ୍ରମୁଖ ପୂଜାକାର୍ଯ୍ୟ ସମ୍ମାଦାନ କରିଥିବାବେଳେ ହଦଗଡର ଶହଶହ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇ ମାଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ