୧୮ ତାରିଖରେ ବାହାରିବ ଯୁକ୍ତ ୨ ବାଣିଜ୍ୟ,କଳା ପରୀକ୍ଷା ଫଳ !
ବାହାରି ସାରିଛି ଯୁକ୍ତ ୨ ବିଜ୍ଞାନ ଫଳ ଆଉ ଯୁକ୍ତ ୨ କଳା ବାଣିଜ୍ୟ ପରୀକ୍ଷା ଫଳ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ଦିଆଯାଉଛି ଯେ ୧୭ କିମ୍ବା ୧୮ ତାରିଖରେ ଫଳ ପ୍ରକାଶ ପାଇବ । ସୂଚନା ଥାଉ କି ଚଳିତ ବର୍ଷ ସାମୁଦ୍ରିକ ଝଡ ଫୋନି ଯୋଗୁଁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା ।


