୧୯୯୮ ଓ ୨୦୦୦ ବ୍ୟାଚର ବନ୍ଧୁ ମିଳନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମାର ମହେନ୍ଦ୍ରତନୟା ଆନିକେଟ ନିକଟରେ ଥିବା କତକବାଡ଼ ଠାରେ ୧୯୯୮ ଓ ୨୦୦୦ ମସିହା ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ୨୦ ବର୍ଷ ପରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ପ୍ରାୟ ୩୦ଟି ପରିବାର ସଦସ୍ୟ ସାମିଲ ହୋଇଥିଲେ l  ସେମାନଙ୍କ ଚିନ୍ତା ଧାରା ଥିଲା କିଭଳି ସମାଜରେ ଲୋକଙ୍କୁ ମନ୍ଦ ବୁଦ୍ଧି ରୁ ପରିବର୍ତନ କରି ସଠିକ ମାର୍ଗରେ ବଂଚିବା ଓ ଲୋକଙ୍କୁ ଉପଯୁକ୍ତ ତାଲିମ ଦେଇ ସେମାନଙ୍କୁ ସଠିକ ମାର୍ଗ ଦେଖାଇବା ଏହା ହେଉଛି ସେମାନଙ୍କ ଲକ୍ଷ୍ୟ ବୋଲି ସଦସ୍ୟ ସଦସ୍ୟା ମାନେ ପ୍ରକାଶ କରିବା ସହ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଥିବାର ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ