୨୦୨୩ରେ ହୋଣ୍ଡାମୋଟରସାଇକେଲ ଆଣ୍ଡସ୍କୁଟ ର ଇଣ୍ଡିଆର ୪୩,୮୪,୫୫୯ ୟୁନିଟ୍‌ବିକ୍ରି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବର୍ଷକୁସକାରାତ୍ମକଭାବେଶେଷକରିବାସହହୋଣ୍ଡାମୋଟରସାଇକେଲ୍ ଆଣ୍ଡ୍‌ସ୍କୁଟରଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ୨୦୨୩ ଡିସେମ୍ବରମାସ ପାଇଁବିକ୍ରିତଥ୍ୟ ଘୋଷଣାକରାଯାଇଛି ।୨୦୨୩ ଡିସେମ୍ବରରେକଂପାନିରମୋଟବିକ୍ରି ୩,୧୭,୧୨୩ୟୁନିଟ୍‌ଗାଡ଼ିଥିଲା ।ସେଥିରୁ ଦେଶ ଭିତରେ ୨,୮୬,୧୦୧ ୟୁନିଟ୍‌ଗାଡ଼ିବିକ୍ରିହୋଇଥିବାବେଳେ୩୧,୦୨୨ ୟୁନିଟ୍‌ଗାଡ଼ିରପ୍ତାନି ଅନ୍ତର୍ଭୁକ୍ତ ।ଏହିମାସରଦେଶ ଭିତରବିକ୍ରିରେବାର୍ଷିକ ୨୩% ବୃଦ୍ଧିଘଟିଥିବାବେଳେରପ୍ତାନି ଗତ ବର୍ଷରସମାନ ସମୟତୁଳନାରେ ୮୨% ବୃଦ୍ଧି ପାଇଛି ।୨୦୨୩ ଜାନୁଆରିରୁଡିସେମ୍ବରମଧ୍ୟରେକଂପାନି ୪୩,୮୪,୫୫୯ୟୁନିଟ୍‌ଗାଡ଼ିବିକ୍ରିକରିଛି ।ଏଚ୍‌ଏମ୍‌ଏସ୍‌ଆଇରସବୁଠାରୁଶସ୍ତାଏବଂ ଇନ୍ଧନ-ଅନୁକୂଳମୋଟରସାଇକେଲସାଇନ୍ ୧୦୦ ସହିତବୈପ୍ଳବିକ ଆକ୍ଟିଭାଏଚ୍‌-ସ୍ମାର୍ଟକୁଉନ୍ମୋଚନ କରାଯାଇଥିଲା ।କଂପାନି ନୂଆ ଏସ୍‌ପି୧୬୦ ଏବଂ ନୂତନ ସ୍ପୋର୍ଟି, ଉନ୍ନତ ଏବଂସୁବିଧାଜନକଡିଓ ୧୨୫କୁ ମଧ୍ୟ ଉନ୍ମୋଚନ କରିଥିଲା ।ଏଚ୍‌ଏମ୍‌ଏସଆଇପକ୍ଷରୁଆକ୍ଟିଭାଲିମିଟେଡସଂସ୍କରଣ, ଏସ୍‌ପି ୧୨୫ ସ୍ପୋର୍ଟସ୍‌ସଂସ୍କରଣଏବଂହର୍ନେଟ ୨.୦ ଏବଂଡିଓ ୧୨୫ର ରେପ୍‌ସୋଲ୍‌ସଂସ୍କରଣସମେତ ଅନେକ ସ୍ୱତନ୍ତ୍ର ସଂସ୍କରଣଉପସ୍ଥାପନ କରାଯାଇଥିଲା ।କଂପାନି ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ଡିଓ, ୟୁନିକର୍ଣ୍ଣ, ସାଇନ ୧୨୫, ଲିଭୋ, ସିଡି୧୧୦ ଡ୍ରିମଡିଲକ୍ସ, ଏସ୍‌ପି ୧୨୫, ଆକ୍ଟିଭା ୧୨୫, ହର୍ନେଟ୍ ୨.୦ ଏବଂ ସିବି୨୦୦ଏକ୍ସକୁ ଉନ୍ମୋଚନ କରାଯାଇଥିଲା ।ମଧ୍ୟମ ଆକୃତିର ୩୫୦ ସିସିବର୍ଗରେ ନିଜରସ୍ଥିତିକୁସୁଦୃଢ଼କରିଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁସମ୍ପୂର୍ଣ୍ଣ ନୂଆରେଟ୍ରୋକ୍ଲାସିକ୍ ସିବି୩୫୦କୁ ଉନ୍ମୋଚନ କରାଯାଇଛି ।କଂପାନିଏହାର ଆଡଭେଂଚରଟୁରର ଏକ୍ସଏଲ୍‌୭୫୦ ଟ୍ରାନ୍ସ୍ର୍ରଆଲ୍‌ପ ଓ ଗୋଲ୍ଡୱିଙ୍ଗଟୁର୍‌କୁମଧ୍ୟ ଉନ୍ମୋଚନ କରିଥିଲା ।ସ୍ପେସିଆଲ୍‌ଏଡିସନ୍‌ରେହାଇନେସ୍ ସିବି୩୫୦ ଏବଂ ସିବି୩୫୦ଆରଏସ୍‌ର ଲିଗାସିଏଡିସନ ଓ ନିଉହୁଏଏଡିସନକୁଉନ୍ମୋଚନ କରାଯାଇଥିଲା ।ଓବିଡି୨ ନିୟମ ପାଳନ କରୁଥିବା ସିବି୩୦୦ଏଫ୍ ଏବଂ ସିବି୩୦୦ଆର୍‌କୁ ମଧ୍ୟ ଉନ୍ମୋଚନ କରାଯାଇଥିଲା ।କଂପାନି ୨୦୨୩ରେ କୋଲକାତା, ବେଙ୍ଗାଲୁରୁ, ସୁରଟ, ନୋଏଡା, ବିଶାଖାପାଟଣା ଏବଂ ଜାମସେଦପୁର ସମେତ ୨୫ଟି ନୂଆସହରରେ ଏହା ବିଗ୍‌ୱିଙ୍ଗ ନେଟ୍‌ୱର୍କ ରସ ମ୍ପ୍ରସାରଣ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ