୨୦୨୩ରେ ହୋଣ୍ଡାମୋଟରସାଇକେଲ ଆଣ୍ଡସ୍କୁଟ ର ଇଣ୍ଡିଆର ୪୩,୮୪,୫୫୯ ୟୁନିଟ୍ବିକ୍ରି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବର୍ଷକୁସକାରାତ୍ମକଭାବେଶେଷକରିବାସହହୋଣ୍ଡାମୋଟରସାଇକେଲ୍ ଆଣ୍ଡ୍ସ୍କୁଟରଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ୨୦୨୩ ଡିସେମ୍ବରମାସ ପାଇଁବିକ୍ରିତଥ୍ୟ ଘୋଷଣାକରାଯାଇଛି ।୨୦୨୩ ଡିସେମ୍ବରରେକଂପାନିରମୋଟବିକ୍ରି ୩,୧୭,୧୨୩ୟୁନିଟ୍ଗାଡ଼ିଥିଲା ।ସେଥିରୁ ଦେଶ ଭିତରେ ୨,୮୬,୧୦୧ ୟୁନିଟ୍ଗାଡ଼ିବିକ୍ରିହୋଇଥିବାବେଳେ୩୧,୦୨୨ ୟୁନିଟ୍ଗାଡ଼ିରପ୍ତାନି ଅନ୍ତର୍ଭୁକ୍ତ
Read more


