୨ ବାଲି ଗାଡିରୁ ଜୋରିମାନା ଆଦାୟ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ବଜାର ନିକଟରେ ୨ ବାଲି ଗାଡି ଠାରୁ ଜୋରିମାନା ଆଦାୟ ହୋଇଥିବା ଜଣାଯାଇଛି । ତହସିଲଦାର ଅଙ୍କିତା ବାରିକ ଚଢାଉ କରି ଏହି ଜୋରିମାନା ଆଦାୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ