୫ଟି ସଚିବଙ୍କୁ ସାକ୍ଷାତ କଲେ ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି

ଗଂଜାମ, (ବିନୋଦ ପଲାଇ):ବିଜେଡି ସମର୍ଥିତ ନବନିର୍ବାଚିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମାନେ ନବୀନ ନିବାସ ଯାଇ ୫ଟି ସଚିବ ଭି.କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିବା ପରିପ୍ରେକ୍ଷୀରେ , ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି ସାକ୍ଷାତ କରିଛନ୍ତି। ଏହି ଅବସରରେ ଗଞ୍ଜାମ ଏନଏସିର ବିଭିନ୍ନ ସମସ୍ୟା ଓ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ