୮ବର୍ଷ ବିତିଲା ବସଷ୍ଟାଣ୍ଡ ଓ ପାର୍କ ନିର୍ମାଣ ସରୁନି

ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ସରକାର ଆଜିକୁ ୮ବର୍ଷ ତଳେ ଗଜପତି ଜିଲ୍ଲା ର ମୋହନା ବ୍ଲକ ଗସ୍ତ ରେ ଆସି ଆମ୍ବୁଲେନ୍ସ ସେବା ଆରମ୍ଭ କରିବା ସହ ମୋହନା ଠାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଓ କଳିଙ୍ଗ ଶିଶୁ ପାର୍କ ନିର୍ମାଣ ପାଇଁ ଶିଳା ନ୍ୟାସ କରିଥିଲେ ଏହା ସମୟ ରେ ବିଧାଇକା ବାସନ୍ତୀ ମଳିକ ସାଂସଦ ସିଦ୍ଧାନ୍ତ ମହାପାତ୍ର ଅନ୍ୟ ମନ୍ତ୍ରୀ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ହେଲେ ଦୀର୍ଘ ବର୍ଷ ଧରି ଖବର କାଗଜ ରେ ଖବର ପ୍ରସାରଣ ପରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଟେଣ୍ଡର ବାହାର କରାଯାଇ ଗୋଟିଏ କୋଠା ନିର୍ମାଣ କରାଇ ଅଧା ପନ୍ତରିଆ କରି ଛାଡି ଦେଲେ ବସଷ୍ଟାଣ୍ଡ କାମ ସରିନଥିବା ବେଳେ ଶୌଚାଳୟ ନିର୍ମାଣ କରିଦେଲେ ବିଭାଗୀୟ ଅଧିକାରୀ କହୁଛନ୍ତି ଟଙ୍କା ଖର୍ଚ୍ଚ ପାଇଁ ନାହିଁ ଯଦି ରାଜ୍ୟ ସରକାର ଏତେ ଟଙ୍କା ମନ୍ଦୀର ଚର୍ଚ୍ଚ ଉନ୍ନତି ମୂଳକ କାମ ପାଇଁ ଅର୍ଥ ଘୋଷଣା କରିଛନ୍ତି ତେବେ ସମ୍ମାନୀୟ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଅଧା ରେ ଅଟକିଛି ତାହା ସମ୍ପୂର୍ଣ୍ଣ କରିପାରିନାହାନ୍ତି ତାହା ପୁଣି ମୋହନା ବ୍ଲକ ରେ ଯେଉଁ ଟି ରାତି ପାଇଲେ ଗଣ୍ଡା ଗଣ୍ଡା ନେତା ମନ୍ତ୍ରୀ ମାଳ ମାଳ ବୋଲି ଜନ ସାଧାରଣ ପ୍ରଶ୍ନ କରିଥିଲେ ତାହାକୁ ନେଇ ଖବର ପ୍ରସାରଣ ପରେ ଶୁକ୍ରବାର ଦିନ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାଶ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ର ମଳିକ, ଅନ୍ତ୍ରଯାମୀ ଗମାଙ୍ଗ, ପୂର୍ଣ୍ଣବାସି ନାୟକ, ଦଣ୍ଡାସି ସାହୁ ଓ ଅନ୍ୟ ନେତା ଅଧାପନ୍ତରିଆ ବସଷ୍ଟାଣ୍ଡ ନିର୍ମାଣ କାମ ପରିଦର୍ଶନ କରିଛନ୍ତି ଆଉ ପ୍ରତି ଶ୍ରୁତି ଦେଇଛନ୍ତି ଜିଲ୍ଲା ସଭାପତି ଶ୍ରୀ ଦାଶ ଦୁଇ ମାସ ମଧ୍ୟରେ ବସଷ୍ଟାଣ୍ଡ କାମ ସମ୍ପୃନ୍ ହେବ ଯେମିତି ମଧ୍ଯ ଟଙ୍କା ଖର୍ଚ୍ଚ କରାଯିବ ମୁଖ୍ୟ ମନ୍ତ୍ରୀ ଙ୍କୁ ଜଣାଇ ଏହି ସମୟ ରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର କହିଛନ୍ତି ସ୍ଥାନୀୟ ସମିତି ସଭ୍ୟ କିମ୍ବା ବିଧାୟକ ଦାଶରଥି ଗମାଙ୍ଗ ଲୋକଙ୍କୁ ଓ ଅଞ୍ଚଳ ବାସୀ ଙ୍କୁ କହୁଛନ୍ତି ବସଷ୍ଟାଣ୍ଡ ନିର୍ମାଣ କାମ ମୁଁ କରିଛି ଆଉ ମୁଁ ମୋହନା ର ଉନ୍ନତୀ ଚୟନେ ତେବେ କୋଣ ଉନ୍ନତି କରିଛନ୍ତି ବିଧାୟକ ତାହା ଜନ ସାଧାରଣ ଙ୍କ ଆଗରେ ଉତ୍ତର ରଖନ୍ତୁ ବେଶ କରି ମୋହନା ମାଟିରେ ପାଦ ରକ୍ଷୀବା ଭୁଲି ଗଲେଣି ସେଇ ପରି ଅଧାପନ୍ତରିଆ ପଡ଼ି ରହିଥିବା କଳିଙ୍ଗ ଶିଶୁ ପାର୍କ ଯେଉଁଠି ଶିଶୁ ଖେଳ କୁଦ କରିବା କଥା ସେଠୀ ଗାଈ ଗୋରୁ ବିଷାକ୍ତ ସାପ ଓ ମଦୁଆ ଙ୍କ ଆଡା ପାଲଟିଛି ତାହା କେବେ ନିର୍ମାଣ ହେବ ବୋଲି ସାମ୍ୱାଦିକ ମାନେ ପଚାରିଥିଲେ ଏ ନେଇ ଉତ୍ତର ରଖିଛନ୍ତି ଶ୍ରୀ ଦାସ ଏହି ବିଷୟ ରେ ଆଲଚନା କରି କମ ଦିନ ମଧ୍ୟରେ କାମ ଆରଂଭ କରି ଶିଶୁ ଙ୍କ ଖେଳ କୁଦ୍ ରେ ଲାଗିବ ତେବେ ଏହି ପ୍ରତିଶୃତି କେବେ ପୂରଣ ହେବ ଆଉ ମୋହନା ରେ ଟ୍ରାଫିକ ସମସ୍ୟା ହଟିବ ଲୋକେ ଉପକୃତ ହେବେ ତାକୁ ଅପେକ୍ଷା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ