୮୧କେଜି ଗଞ୍ଜେଇ ସହ ଗାଡ଼ି ଜବତ ଗଞ୍ଜେଇ ମାଫିଆ ଫେରାର

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଦିନ ରାତି ଏକ କରି ଅଡବା, ମୋହନା,ଉଦୟଗିରି ଥାନା ପୋଲିସ ଜୋର ଦାର ପେଟ୍ରୋଲଙ୍ଗି ଜାରି ରଖିଛନ୍ତି ଶନିବାର ସକାଳୁ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନିର୍ଦେଶ କ୍ରମେ ଏକ ଟିମି ଏସଆଇସିନ୍ଧୁ ସାରକାଓ ତାଙ୍କ ଟିମି ହିଚାଗାଞ୍ଜିରାସ୍ତାତରେ ପେଟ୍ରୋଲଙ୍ଗିକରିବା ସମୟରେ ଏକ ହଣ୍ଡାକାରନଂ ଓଡ଼ି୦୨ଏୟୁ୫୩୦୮ଦୃତ ଗତିରେ ଅସୁଥିବ ଦେଖି ଅଟକାଇବ ବେଳେ ପୋଲିସ ଗାଡ଼ି ଦେଖି ଗାଡ଼ିଟି ଚାଲିବ ଅବସ୍ଥା ରେ ଛାଡ଼ି ଚାଲି ଯାଇଥିଲେ ଦୁଇ ଗଞ୍ଜେଇ ଗାଡ଼ି ଟି ରାସ୍ତା କଡରେ ଓଲଟି ପଡ଼ି ଥିଲା ଗାଡ଼ି ଯାଞ୍ଚ କରିବା ବେଳେ ଗାଡ଼ି ଭିତରୁ୩ଟିବସ୍ତାଥିବା ଦେଖି ଯାଞ୍ଚ କରିବା ବେଳେ ସେଥିରୁ ଗଞ୍ଜେଇ ଥିବା ଦେଖି ଥାନା ଅଧିକାରୀ ଙ୍କୁ ସୂଚନା ଜଣାଇଥିଲେ ଘଟଣା ସ୍ଥଳେ ଅତିରିକ୍ତ ତସିଲି ଦାର ଆଶିଷକୁମାରପ୍ରଧାନ ଉପସ୍ଥିତ ରେ ଓଜନ କରିବାରୁ ତାହା ୮୧କେଜି ୭ସହ କେଜି ହଇଥିଲାଗାଡ଼ି ଜବତ କରି ମୋହନା ଥାନା କେଶ ନଂ୪୭/୨୧ଏକ ମାମଲା ରୁଜୁ କରିଛି ପୋଲିସଆଗକୁ ଏଇ ଗଞ୍ଜେଇ ଚୁରା ଚାଳନ କୁ ରୁକିବା ପାଇଁ ପେଟ୍ରୋଲଙ୍ଗିଜାରି ରହିବ ବୋଲି କହିଛନ୍ତି ଏସ୍ଡିପିଓ ଦିଲ୍ଲୀପ କୁମାର ନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ