ଝାରସୁଗୁଡ଼ାରେ ବିଜେଡି ର ବିଜୟ ମୁକୁଟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବିଶ୍ୱାସର ଶଙ୍ଖ ବଜାଇ ପୁନଶ୍ଚ ସଂକେତ ଦେଲେ ଝାରସୁଗୁଡା ବାସି | ବିଜେଡି ପ୍ରାଥୀ ଦୀପାଳି ଦାସ ବିପୁଳ ଭୋଟ ରେ ବିଜୟ ଲାଭ କରିଛନ୍ତି ଏହି ବିଜୟ ଖୁସିରେ ଆନନ୍ଦ ର ମହଲ ଖେଳିଯାଇଛି ଝାରସୁଗୁଡ଼ାରେ | ଦୀପାଳି କହିଛନ୍ତି ଯେ, ବିକାଶର ଦୀପାବଳି ଜାଳିବା ପାଇଁ କେହି ଅଟକାଇ ପାରିବେ ନାହିଁ ଏ ହେଉଛି ତାହାର ସତରୂପ ଉଦାହରଣ |

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ