ବନ୍ଧୁତ୍ୱ ର ବିକଳ୍ପ ନାହିଁ

କୋଣାର୍କ /ପୁରୀ, (ଯୁଗାବ୍ଦ ନ୍ୟୁଜ):୧୯୯୪ ମସିହା ପ୍ରତାପ ଶାସନ ବାଳିକା ବିଦ୍ୟାଳୟ ର ଏକ ନିଆରା ବନ୍ଧୁ ମିଳନ ମା ରାମଚଣ୍ଡୀ ଙ୍କ ପୀଠ ଠାରେ ବାଲ୍ୟ ସହପାଠୀ ସୁପ୍ରିୟା ପ୍ରଧାନ ଓ ରମାକାନ୍ତ ଙ୍କ ପୌରହିତ୍ୟ ଅନୁଷ୍ଠିତ ହୋଇ ଯାଇଛି.ବନ୍ଧୁତ୍ୱ ର ବିକଳ୍ପ ନାହିଁ. ଦୀର୍ଘ ୩୦ ବର୍ଷ ପରେ ବାଲ୍ୟସହପାଠୀ ମାନେ ଏକାଠି ହୋଇ ପରସ୍ପର ଅତୀତର ସ୍ମୃତି, ଅନୁଭୂତି ବାଣ୍ଟିବା ସହିତ ବର୍ତ୍ତମାନ ସମୟରେ ନିଜ ନିଜ ସ୍ତରରେ ସମାଜରେ କିପରି ଭଲ କାମ ହୋଇ ପାରିବ ତାହା ଉପରେ ନିଜ ନିଜ ମତ ରଖିବା ସହ ଏକ ଵଣ ଭୋଜି ର ଆୟୋଜନ କରାଯାଇଥିଲା. ସୀତା, ସବିତା, ବିନିତା,ଐସ୍ୱର୍ଯ୍ୟା କାର୍ଯ୍ୟକ୍ରମ କୁ ସହଯୋଗ କରିଥିବା ବେଳେ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ଲିଲି ଦାସ ଓ ସ୍ନିଗଧୀ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ