ସମାଜସେବୀ ସୁର୍ଯ୍ୟମଣୀ ନାୟକଙ୍କ ସ୍ମୃତିସଭା

ହାଟଡିହି, (ବିକାଶ ବିଶ୍ୱାଳ ) : ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମର ସମାଜସେବୀ ସୂର୍ଯ୍ୟମଣୀ ନାୟକଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ ପୁର୍ବତନ ବିଧାୟକ ମାୟାଧର ଜେନା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସୂର୍ଯ୍ୟମଣୀ ନାୟକ ଏକାଧାରରେ ଜଣେ ସମାଜସେବୀ, ଦୃଢ଼ ସଂଗଠକ, ଉଦାରଚିତ ବ୍ୟକ୍ତିତ୍ୱ ଓ ଷ୍ପଷ୍ଟବାଦୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରମାକାନ୍ତ ମଲ୍ଲିକ, ସୁବ୍ରତ ସ୍ୱାଇଁ, ପାର୍ଥ ସାରଥି ନାୟକ, ô କିଶୋର ଆଚାର୍ଯ୍ୟ, ଶ୍ରୀନିବାସ ପାଇରାୟ, ମହେଶ୍ୱର ପୃଷ୍ଟି, ସୁଧାଶୁଂ ଶେଖର ସାହୁ, ଶିବାଜୀ ଗୌତ୍ତମ ବର୍ମା, ଭୀମସେନ ମହାନ୍ତ, ପରମା ମହାନ୍ତ, ସୌରଭ ସାହୁ, ବାପି ଭଟ୍ଟାଚାର୍ଯ୍ୟ, ପବିତ୍ର ବେହେରା, ସୁଶାନ୍ତ ମହାନ୍ତ, ପୁର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ପ୍ରଦୀପ ପାତ୍ର, ପ୍ରତାପ ପାତ୍ର, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ଅମୀୟ ବରାଳ, ପାର୍ଥ ସୌରଭ ସା, ବିକାଶ ବିଶ୍ୱାଳ ପ୍ରମୁଖ ସମ୍ବାଦିକ ମାନେ ଯୋଗଦେଇଥିଲେ । ପ୍ରଫୁଲ ନାୟକ, ସୁକାନ୍ତ ନାୟକ, ପ୍ରକାଶ ନାୟକ, ପ୍ରତାପ ନାୟକ, ଅନୀତା ନାୟକ, ପ୍ରଭାସିନୀ ନାୟକ,ଅନୁସୁୟା ନାୟକ, ଅମିତା ନାୟକ, ସ୍ୱପ୍ନାରାଣୀ ମଲ୍ଲିକ, ବାସୁଦେବ ନାୟକ, ଧରଣୀଧର ନାୟକ, ନିଧି ଚରଣ ନାୟକଙ୍କ ସମେତ ନାତି ନାତୁଣୀ ମାନେ ଉପସ୍ଥିତରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ