ରିଲ୍ସ ନିଶା : ଜୀବନ ପ୍ରତିବିପଦ

ଦଶରଥହେମ୍ବ୍ରମ୍‌
ଚଳନ୍ତି ସମୟରେ ରିଲ୍ସ ନିଶା ଏକ ପ୍ରକାରଛୋଟ କଥା କହିବା ଯଥାର୍ଥ ନୁହଁକିମ୍ବାଏହାମଣିଷଜୀବନକୁ ଆନନ୍ଦ ଦେଇଥାଏଭାବିବା ମଧ୍ୟ ସଂପୂର୍ଣ୍ଣଭୂଲହେବ ।ହଁ, ଏତିକି ଆମେକହି ପାରିବା ଯେ ରିଲ୍ସବନେଇସାମାଜିକଗଣମାଧ୍ୟମରେ ଅପଲୋଡ଼୍‌କରିରୋଜଗାରକ୍ଷମହେବାଏବଂରାତାରାତିଷ୍ଟାରବନିଯିବାର ଏକ ମାଧ୍ୟମ ।କିନ୍ତୁଜୀବନ ଚାଲିଯିବାରଏଠିଢେରସମ୍ଭାବନାରହିଛି ।ରେଳଧାରଣା, ପାହାଡ଼, ନଦୀ କୂଳ, ସମୁଦ୍ର, ଗଭୀର ପାଣି, ଘାଟିଭଳିବିପଦଜନକ ସ୍ଥାନରେରିଲ୍ସବନେଇସାମାଜିକଗଣମାଧ୍ୟମରେ ଅପଲୋଡ଼କରି ନାମକମେଇବାଏତେସହଜ ନୁହଁକିନ୍ତୁସେହିସମୟରେମଣିଷହିତାହତଜ୍ଞାନ ଭୁଲିଯାଏ, ଯେଉଁଥିପାଇଁଜାଣିଶୁଣିତା’ ଜୀବନ ମରଣମୁହଁକୁଠେଲିଦେଉଛି ।ଗଛରେଚଢ଼ି ନାଚିବା, ପହଁରି ନଜାଣି ପାଣିକୁଡେଇଁପଡ଼ିବା, ଚାଲୁଥିବାରେଳଗାଡ଼ି ଆଗରେରିଲ୍ସକରିବା, ପାହାଡ଼ଶିଖରରୁଖସିଜୀବନ ହରାଇଦେବାଭଳିଘଟଣା ଅନେକାଂଶଜାଗାରେ ଆମେ ଦେଖିବାକୁ ପାଇଛୁଏବଂଗଣମାଧ୍ୟମରେତାହା ପ୍ରଚାର ଓ ପ୍ରସାର ମଧ୍ୟ କରାଯାଉଛି ।ଏନେଇଗୃହବିଭାଗ ପକ୍ଷରୁଲୋକମାନଙ୍କୁସଚେତନ କରାଯାଉଛିଏବଂବିପଦଜନକ ଜାଗାକୁ ନଯିବା ପାଇଁ ପରାମର୍ଶ ଦିଆଯାଉଛି । ତଥାପି, ଏ ମଣିଷକିଛି ନବୁଝି-ନଶିଖିରିଲ୍ସ ପଛରେବାରମ୍ବାର ଧାଉଁଛି ।
ଛୋଟ ପିଲାଠାରୁ ଆରମ୍ଭ କରିବୃଦ୍ଧ ପର୍ଯ୍ୟନ୍ତ ରିଲ୍ସନିଶାକବଳରେକବଳିତହେଲେଣି ।ସାମାଜିକଗଣମାଧ୍ୟମରେ ପ୍ରସିଦ୍ଧ ହେବାପାଇଁ ଅଜବ ଅଜବ ଭିଡିଓସବୁଫେସ୍‌ବୁକ, ୟୁଟ୍ୟୁବ୍‌ଏବଂଇନଷ୍ଟାଗ୍ରାମରେ ଅପଲୋଡ଼କରୁଛନ୍ତି । ପରବର୍ତ୍ତୀସମୟରେଏହାସେମାନଙ୍କ ପାଇଁ ଅସୁବିଧାରକାରଣ ପାଲଟିଯାଉଛି ।ସେଥିପ୍ରତିକାହାରିସତର୍କତାକିମ୍ବାସଚେତନତା ନାହିଁ । ଆମେସମସ୍ତେଜାଣିଛୁ, ମଣିଷଜନ୍ମମାତ୍ରେମୃତ୍ୟୁ ସୁନିଶ୍ଚିତ । କିନ୍ତୁରିଲ୍ସ ପାଇଁ ନିଜଜୀବନ ମରଣମୁହଁକୁଠେଲି ଦେବାତା’ହାକେତେ ଯୁକ୍ତିଯୁକ୍ତହଜାରେଥର ଭାବିବା ପ୍ରତିମଣିଷରକର୍ତ୍ତବ୍ୟ ।କିନ୍ତୁତାହା ନକରିକିଛିନାକିଛି ଆମ ପାଖରେସେଇ ଅଭାବରହିଯାଉଛି, ଯଦ୍ୱାରାଜୀବନକୁ ଆମେବାଜିଲଗେଇ ଦେବାକୁ ପଛାଉନାହୁଁ ।କୁହାଯାଏ, ମଣିଷଜନମ ଅତିସୁନ୍ଦର, ଚମତ୍କାରଜୀବନ କିନ୍ତୁ ଏ କଥା ଆମେକ୍ଷଣିକରେଭୁଲିଯାଉଛେ ।ରୋଜଗାରଏବଂସମାଜରେ ପ୍ରସିଦ୍ଧ ହେବା ପଛରେ ପଡିବହୁମୂଲ୍ୟବାନ ସମୟକୁ ନଷ୍ଟ କରିଦେଉଛୁ ।ସେହିସମୟମଧ୍ୟରେ ଥରେବି ଆମେଭାବୁନୁ ଯେ ମୁଁବିକେମିତି ଭଲ ମଣିଷଟିଏହେବି? ଜୀବନକୁବିପଦରେ ନପକାଇ ନିରାପଦରେରହିଶାଗ, ପଖାଳଖାଇଖୁସିରେଟିକେବଞ୍ଚିବାକୁ, କାହାକୁ ଅନୁସରଣ ନକରି ନିଜବୁଦ୍ଧିରେରୋଜଗାରକରିବାବାସ୍ତବରେଶିକ୍ଷାରମୂଲ୍ୟଜୀବନକୁ ଦେଇଥାଏ । ଆଜିକାସମୟରେତାହାଓଲଟାହେଇଯାଉଛି, ତେବେଏତିକି ଆମେଜାଣିବା ଦରକାର ଯେ, ଏସବୁକରିବାତୁଚ୍ଛକିନ୍ତୁମଣିଷଜୀବନକୁକେବେବିଶାନ୍ତି ଦେଇ ପାରିବନାହିଁବରଂ ଅଶାନ୍ତିକରିଜୀବନକୁ ପଙ୍ଗୁକରିଦେବ । ଏକଥା କେହିବିଶ୍ୱାସକରନ୍ତୁ ଅବା ନକରନ୍ତୁକିନ୍ତୁଏହାକଟୁସତ୍ୟ ।
ଆଜିକାଲିମୋବାଇଲଫୋନ ଏପରି ଏକ ମାଧ୍ୟମସାଜିଛି ଯେ ତା’ ବିନା ଏକ ମିନିଟ ମଧ୍ୟ ଲୋକମାନେ ସମୟବିତାଇ ପାରୁନାହାନ୍ତି ।ରାସ୍ତାରେଚାଲୁଥିବାସମୟରେ ଆଗ-ପଛ କିମ୍ବାବାମ-ଡାହାଣକେହି ଦେଖୁନାହାନ୍ତି, ସମସ୍ତଙ୍କ ନଜର କେବଳହାତରେ ଧରିଥିବାମୋବାଇଲଉପରେ ।ଏମିତିକିଟ୍ରେନ ଏବଂବସରେ ଯାତ୍ରାକରୁଥିବାସମୟରେ ମଧ୍ୟ ଯାତ୍ରୀମାନେ ମୋବାଇଲରେବ୍ୟସ୍ତରହିଥାନ୍ତି ।ରେଷ୍ଟୁରାଣ୍ଟ କିମ୍ବାଘରେଭୋଜନ କରିବାସମୟରେମୋବାଇଲର ଆବଶ୍ୟକତାରହିଛି, ନତୁବାସେଦିନ ଖାଇବାରେ ଅଧିକଲୁଣିଆହେବାଟା ସୁନିଶ୍ଚିତ, ପରେସମ୍ପର୍କଖରାପ ହେବାରଶତପ୍ରତିଶତବିଶ୍ୱାସକରାଯାଇପାରେ, ଏଥିରେସନ୍ଦେହର ଅବକାଶ ନାହିଁ । ତେଣୁମୋବାଇଲମଣିଷକୁଏମିତିରୋଗରେ ଆକ୍ରାନ୍ତ କରିଦେଇଛି ଯେ ଔଷଧ ଦେଲେ ମଧ୍ୟ ତାହା ଆରୋଗ୍ୟହେବାର ପ୍ରଶ୍ନଉଠୁନାହିଁକିମ୍ବାଗୁଣିଗାରେଡ଼ି ଦ୍ୱାରାଝଡ଼ାଫୁଙ୍କାକରିଦେଲେ ଯେ ରୋଗମୁକ୍ତହେଇଯିବତାହାବିସମ୍ଭବ ନୁହଁ ।ତେବେମୋବାଇଲବ୍ୟବହାରନେଇ ଆମ ଦେଶରେସର୍ଭେକରାଯାଇଥିବା ତଥ୍ୟ ମୁତାବକ ଗତ ଆଠବର୍ଷମଧ୍ୟରେବ୍ରଡ୍‌ବ୍ୟାଣ୍ଡସଂଯୋଗ ୬୦ ନିୟୁତକୁଏବଂସ୍ମାର୍ଟଫୋନ୍‌ରବ୍ୟବହାରିଙ୍କସଂଖ୍ୟା ୧୫୦ ନିୟୁତରୁ ୭୫୦ ନିୟୁତକୁବୃଦ୍ଧିପାଇଛି । ଅଧାରୁ ଅଧିକଲୋକଙ୍କ ପାଖରେ ଦୁଇଟାଲେଖାଏଁମୋବାଇଲରହିଛି ।ଚାରିଜଣଙ୍କମଧ୍ୟରେଜଣେସ୍ମାର୍ଟଫୋନ ଧରୁଥିବାବେଳେ ଅନ୍ୟ ଦୁଇଜଣ ଅନ୍ୟ ମୋବାଇଲ ଧରୁଛନ୍ତି ।ଏଇଠୁଜଣାପଡୁଛି ଯେ ୧୦୦ ପ୍ରତିଶତରୁ ୭୫ ପ୍ରତିଶତଭାରତୀୟମୋବାଇଲବ୍ୟବହାରକରନ୍ତି ।ସମଗ୍ର ଦେଶ ତୁଳନାରେ ୬୪ ପ୍ରତିଶତ ନାଗରିକମୋବାଇଲଫୋନ୍‌ବ୍ୟବହାରକରୁଥିବାସ୍ଥଳେ ପ୍ରାୟ ୨୪ ପ୍ରତିଶତଭାରତୀୟଙ୍କହାତରେସ୍ମାର୍ଟଫୋନ୍‌ରହିଛି ।ଏମିତି ଦେଖିବାକୁଗଲେ, ୬୧ ପ୍ରତିଶତରୁ ଅଧିକଲୋକସାମାଜିକଗଣମାଧ୍ୟମରେସକ୍ରିୟ ଅଛନ୍ତି । ୨୦୧୫ ରୁ ୨୦୨୫ ମଧ୍ୟରେଏହିସଂଖ୍ୟା ଦଶଗୁଣାବୃଦ୍ଧି ପାଇବବୋଲିବିଶେଷଜ୍ଞମାନେ ଆକଳନ କରିସାରିଛନ୍ତି ।ତେବେରିଲ୍ସତିଆରିକରିବା ନିଶା ଅନ୍ୟ ଦେଶ ତୁଳନାରେ ଆମ ଦେଶ ଆଗରେରହିଛିବୋଲିସୋସିଆଲ୍‌ଇନସାଇଡ୍‌ସର୍ଭେକ୍ଷଣରୁଜଣାପଡିଛି । ୩୧ ପ୍ରତିଶତରିଲ୍ସତିଆରିକରିସାମାଜିକଗଣମାଧ୍ୟମରେ ଅପଲୋଡ୍‌କରିଥିବାବେଳେମୁଖପୁସ୍ତିକା ୧୪ ପ୍ରତିଶତପୋଷ୍ଟରହିଛି ।ରିଲ୍ସକାରଣରୁ ଅବାଞ୍ଛିତମୃତ୍ୟୁମାମଲା ଦିନକୁ ଦିନ ବୃଦ୍ଧି ପାଇବାରେଲାଗିଛି ।ସେମାନଙ୍କମଧ୍ୟରୁ ଅଧିକାଂଶ ପାଠପଢୁଥିବା ଯୁବକ-ଯୁବତୀବୋଲି ଆକଳନ କରାଯାଇଛି ।ରିଲ୍ସ ଆକର୍ଷଣୀୟ ଦେଖା ଯିବାପାଇଁ ଅନେକଥର ଯୁବକମାନେ ଦ୍ରୁତଗାମୀଟ୍ରେନରୁଫୋଟଉତ୍ତୋଳନ କରିବା, ନାଚିବା, ବାହାଦୂରୀମାରିବାଭଳିଚିତ୍ରସାମନାକୁ ଆସିଛି ।ଏମିତି ଦେଖିବାକୁଗଲେ, ରିଲ୍ସସହିତଜୀବନରକୌଣସିସମ୍ପର୍କ ନାହିଁକିନ୍ତୁସମାଜରେ ପ୍ରସିଦ୍ଧ ହେବା ପାଇଁମୂଲ୍ୟବାନ ଜୀବନକୁମୂଲ୍ୟହୀନ କରିଦେବା, ଏୟାଠୁ ଆଉ କ’ଣ ବଡ କଥା ହେଇପାରେ! ତେବେ, ପ୍ରଯୁକ୍ତିବିଦ୍ୟାର ଅପବ୍ୟହାରଏତେ ପରିମାଣରେବୃଦ୍ଧି ପାଇଛି, ଏହାକୁରୋକିବାପାଇଁବହୁବର୍ଷଲାଗି ଯାଇପାରେ ।
ପ୍ରତ୍ୟେକବ୍ୟକ୍ତିତାଙ୍କସୁବିଧା ଅନୁଯାୟୀସାମାଜିକଗଣମାଧ୍ୟମବ୍ୟବହାରକରିଥାନ୍ତି ।ବ୍ୟବସାୟକମ୍ପାନୀଗୁଡିକଏହାକୁ ନିଜପାଇଁଲାଭଦାୟକସୁଯୋଗଭାବରେବିବେଚନାକରୁଛନ୍ତି । ଅନେକଲୋକଏହାକୁରୋଜଗାର ପନ୍ଥା ଅବଲମ୍ବନ କରିସାରିଥିବାବେଳେକିଛିଲୋକଏହାକୁଜ୍ଞାନ ବଢାଇବା ପାଇଁବ୍ୟବହାରକରୁଛନ୍ତିକିନ୍ତୁ ଅଧିକାଂଶଲୋକରିଲ୍ସ ଦେଖି ଆନନ୍ଦର ସୁଯୋଗନେଉଛନ୍ତି ।କିନ୍ତୁଏହାଦ୍ୱାରା ଆପଣଙ୍କର କଣ ସବୁକ୍ଷତିହୁଏ, ଏନେଇକାହାରି ଧାରଣା ନାହିଁକିମ୍ବାଏହାରସଠିକଉତ୍ତରଖୋଜିବା ପାଇଁକାହାରି ପାଖରେସମୟ ନାହିଁ, ଅଧିକମାତ୍ରାରେରିଲ୍ସ ଦେଖିବାସମୟମିଳିଯାଏସିନା ଦେହକୁ ଯତ୍ନନେବା ପାଶୋରି ଦିଅନ୍ତି । ଯାହାଫଳରେ ଅଳସୁଆଲାଗିବାସହକୌଣସିକାମକରିବାକୁଇଚ୍ଛାହୋଇ ନ ଥାଏ ।ଏନେଇ ଏକ ପରୀକ୍ଷଣରୁଜଣା ପଡିଛି ଯେ ୬୦ ପ୍ରତିଶତଲୋକଙ୍କରରିଲ୍ସ ଦେଖିବା ଦ୍ୱାରାମୁଣ୍ଡବିନ୍ଧା, ମାଇଗ୍ରେନ, ନିଦ ନହେବାଭଳି ଅନେକସମସ୍ୟା ଦେଖାଦେଉଛି ।ଦୈନନ୍ଦିନ ଜୀବନରେଫୋନକୁ ଏକ ନିତ୍ୟବ୍ୟବହାର୍ଯ୍ୟବସ୍ତୁରୂପେ ଲୋକେ ଆପଣାଇସାରିଲେଣି ।ସାମାଜିକଗଣମାଧ୍ୟମରେରିଲ୍ସବନାଇବାର ନିଶାରେ ପିଲାମାନେ ମଧ୍ୟ ପଛରେ ନାହାନ୍ତି । ପିଲାଟିଜନ୍ମହେବା ପରେ ପରେବାପାମାଆମୋବାଇଲକିଣି ପିଲାଙ୍କୁ ଧରେଇ ଦେଉଛନ୍ତି । ଆକର୍ଷଣୀୟ ଓ ଅନ୍ୟମାନଙ୍କଠାରୁଶ୍ରେଷ୍ଠ ଦେଖାଇବା ପାଇଁରିଲ୍ସକିମ୍ବାଫୋଟୋଉତ୍ତୋଳନ କରିସାମାଜିକଗଣମାଧ୍ୟମରେ ଅପଲୋଡ଼କରିଲାଇକ ଓ କମେଣ୍ଟ ପାଇବା ପାଇଁ ପାଗଳହୁଅନ୍ତି କିନ୍ତୁ ପରବର୍ତ୍ତୀସମୟରେସେହି ପିଲାଟିରବୟସବୃଦ୍ଧିହେବା ପରେପରେତା’ରସାଙ୍ଗସାଥିଙ୍କଗହଣରେ ଅବାଟକୁ ଆସି ଅସାମାଜିକକାର୍ଯ୍ୟରେଲିପ୍ତ ରହିବା, ଏକଥା ଅଭିଭାବକହୁଏତକେବେଭାବି ନଥାଏ । ପିଲାରଖୁସି ପାଇଁତା’ରଭବିଷ୍ୟତସବୁଦିନ ପାଇଁ ଅନ୍ଧାର ଆଡ଼କୁଠେଲି ଦିଆଯାଉଛି ବେଳେବେଳେଏମିତିବିହେଇଯାଏ, ମୋବାଇଲରେଗେମ୍‌ଖେଳିଜୀବନ ହରାଇ ଦେବାରେମାନସିକବାଧ୍ୟ କରିଥାଏ । ଏଥିପ୍ରତି ଅଭିଭାବକମାନେ ସଜାଗରହିବା ନିହାତିଜରୁରୀଏବଂରିଲ୍ସ ନିଶାରୁମୁକ୍ତି ପାଇବାସଙ୍ଗେସଙ୍ଗେ ନିଜକୁସୁସ୍ଥରଖିବାସହିତ ଅନ୍ୟମାନଙ୍କୁ ଏଥିରୁବଞ୍ଚାନ୍ତୁ ।
ଦୁର୍ନୀତି ନିବାରଣ ଅଧିକାରୀ, ଦୁର୍ନୀତି ନିବାରଣବିଭାଗ, ବାଲେଶ୍ୱର ଖଣ୍ଡ, ବାଲେଶ୍ୱର, ମୋ-୯୩୩୭୪୦୪୨୫୪

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ