ଅସହ୍ୟ ତାତିରେ ହାଣ୍ଡିଆର ଚାହିଦା

ଦଶରଥହେମ୍ବ୍ରମ୍‌
ରାଜ୍ୟରେଭୟଙ୍କରତାତିକୁବହୁଛିଝାଞ୍ଜି ପବନ, ପୁଣିତା’ସହଗ୍ରୀଷ୍ମ ପ୍ରବାହ (ହିଟ୍‌ୱେଭ୍‌) ସ୍ଥିତି ।କେବଳ ଦିନରେ ନୁହେଁରାତିରେ ମଧ୍ୟ ଗରମଗୁଳୁଗୁଳି । ଗତ ମାର୍ଚ୍ଚରୁଚଳିତଜୁନ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରକୋପ ରହିବାନେଇଭାରତୀୟ ପାଣିପାଗବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି ।ରାଜ୍ୟର ଅଧିକାଂଶସ୍ଥାନରେତାତିବଢ଼଼ିବାସହସ୍ୱାଭାବିକଠାରୁତାପମାତ୍ରାଉପରେରହିବ, ମାତ୍ର ପଶ୍ଚିମା ଝଡ଼ଜନିତବର୍ଷାଯୋଗୁଁସାମାନ୍ୟ ଆଶ୍ୱସ୍ତମିଳିବ, ଯାହା ପାଣିପାଗବିଭାଗକହିଛି ।ତେବେକିଛିଉପକୂଳବର୍ତ୍ତୀଜିଲ୍ଲାରେତାପମାତ୍ରା ଅନ୍ୟଜିଲ୍ଲାତୁଳନାରେ ଅଧିକାରହିବ ।
ଗତବର୍ଷ ଅପେକ୍ଷାଏବର୍ଷରେଗ୍ରୀଷ୍ମ ପ୍ରବାହ ଅଧିକରହିବବୋଲି ପୂର୍ବରୁବିଭିନ୍ନ ଆନ୍ତର୍ଜାତୀୟ ପାଣିପାଗସଂସ୍ଥାରବିଶେଷଜ୍ଞମାନେ ଆକଳନ କରିଛନ୍ତି ।କିନ୍ତୁ ୨୦୨୩ରେ ସୃଷ୍ଟିହୋଇଥିବାଏଲ୍‌-ନିନୋସକ୍ରିୟରହିବାରୁଏବର୍ଷ ମଧ୍ୟ ଗ୍ରୀଷ୍ମ ପ୍ରକୋପ ଅଧିକରହିବବୋଲି ପୂର୍ବ ତଥ୍ୟ ଅନୁଯାୟୀଜଣାପଡ଼ିଛି ।ଯେମିତିକି, ୨୦୧୫ ବର୍ଷରଏଲ୍‌-ନିନୋର ପ୍ରଭାବ ୨୦୧୬ରେ ଅଧିକ ପଡ଼ିବାସହସେହିବର୍ଷ ପ୍ରବଳଗରମ ଅନୁଭୂତହୋଇଥିଲା ।ତେଣୁଏବର୍ଷଏଲ୍‌-ନିନୋ ପ୍ରଭାବଯୋଗୁଁ ‘ପ୍ରବଳଗରମବର୍ଷ’ ହେବାକୁ ଆକଳନ କରାଯାଉଛି । ଅତଏବ, ମୁଣ୍ଡଫଟାଖରାସାଙ୍ଗକୁ ଅସହ୍ୟଗୁଳୁଗୁଳିରେ ଅସ୍ତବ୍ୟସ୍ତହୋଇଯାଉଛିଜନଜୀବନ ।ସକାଳୁରାତିଯାଏଁକେତେବେଳେବିଗରମରୁ ନିସ୍ତାର ନାହିଁ । ପ୍ରତ୍ୟେକ ଦିନ ରାଜ୍ୟରେ ୪୦ ଡିଗ୍ରୀରୁ ୪୭ ଡିଗ୍ରୀମଧ୍ୟରେତାପମାତ୍ରାସକ୍ରିୟରହୁଛି ।ଏସବୁ ଦୃଷ୍ଟିରେରଖି, ଶ୍ରମିକମାନେ ଅସହ୍ୟଖରାରେକାମକରିବେନିବୋଲିଶ୍ରମବିଭାଗତରଫରୁ ନିର୍ଦ୍ଦେଶନାମାଜାରିକରାଯାଇଛି ।ସମସ୍ତସରକାରୀଏବଂବେସରକାରୀ ଅନୁଷ୍ଠାନଗୁଡିକରେସକାଳ ଅଫିସକରିବା ପାଇଁ ନିର୍ଦ୍ଦେଶଜାରିକାରାଯାଇଛି ।ଏହାବ୍ୟତୀତଜନସାଧାରଣଙ୍କୁ ମଧ୍ୟ ଅସହ୍ୟତାତିରୁରକ୍ଷାକରିବାଲାଗିଘରୁ ନ ବାହାରିବାର ଅନୁରୋଧ କରାଯାଇଛି ।କାରଣ, ଏପ୍ରିଲମାସରୁଖରାବୃଦ୍ଧିହେବାରୁ ଅଂଶୁଘାତଜନିତମୃତ୍ୟୁବଢ଼ିଥାଏ ।ଏଣୁସଂପୂର୍ଣ୍ଣଖରାରେକାର୍ଯ୍ୟରତଶ୍ରମିକମାନେ କାମ ନକରିବା ପାଇଁସତର୍କକରାଯାଏ ।ସୂଚନାଯୋଗ୍ୟ, ୨୦୧୬ରେ ଅଂଶୁଘାତରେ ୫୪ ଜଣ, ୨୦୧୭ରେ ୪୫ ଜଣ, ୨୦୧୮ରେ ୬୦ ଜଣ, ୨୦୧୯ରେ ୫୦ ଜଣ, ୨୦୨୦ରେ ୧୨ ଜଣଙ୍କରମୃତ୍ୟୁଘଟିଥିଲାକିନ୍ତୁଏବର୍ଷଏପ୍ରିଲସୁଦ୍ଧା ଅଂଶୁଘାତଜନିତମୃତ୍ୟୁସଂଖ୍ୟା ଦୁଇଜଣବୋଲି ତଥ୍ୟରୁଜଣାପଡିଛି ।ଏସବୁରୁ ନିସ୍ତାର ପାଇବା ପାଇଁଲୋକମାନେ ଅନେକ ପ୍ରକାରଉପାୟଖୋଜିଥାନ୍ତି ।ଯେମିତିକି, ଖରାରେଶୋଷମେଣ୍ଟାଇବା ପାଇଁଲୋକେବିଭିନ୍ନମୃଦୁ ପାନୀୟ, ପଣା, ଲସି ଆଦି ପିଉଛନ୍ତି ।ସେହିପରି ପଇଡ଼ପାଣି, ବରଫ ସୋଡ଼ା, ଲେମ୍ବୁସରବତ, ତରଭୁଜ ଓ ଦହିଲସି ଆଦି ସହିତବିଭିନ୍ନ ନାମିଦାମୀକମ୍ପାନୀ ପକ୍ଷରୁମୃଦୁପାନୀୟବିକ୍ରୟକରାଯାଉଛି ।ସ୍ୱାସ୍ଥ୍ୟପ୍ରତିସଚେତନ ଥିବାଲୋକମାନେ ପ୍ରାକୃତିକଉପାୟରେମୃଦୁପାନୀୟକୁ ଅଧିକ ପସନ୍ଦ କରିଥାନ୍ତି ।କିନ୍ତୁ ଆଦିବାସୀବହୁଳ ଅଞ୍ଚଳରେବସବାସକରୁଥିବା ଆଦିବାସୀବର୍ଗରଲୋକମାନେ ଖରାବେଳେହାଣ୍ଡିଆକୁ ଅଧିକ ପସନ୍ଦ କରିଥାନ୍ତି ।ତେଣୁବର୍ଷକରେଗ୍ରୀଷ୍ମଋତୁରେହାଣ୍ଡିଆରଚାହିଦା ମାତ୍ରାଧିକବୃଦ୍ଧି ପାଇଥାଏ ।ଆଦିବାସୀଲୋକମାନେ ନିଜକୁମଜବୁତ ଆଉରୋଗଠାରୁ ଦୂରେଇରହିବା ପାଇଁହାଣ୍ଡିଆ ନାମକ ଏକ ମାଦକ ପାନୀୟଗ୍ରହଣକରିଥାନ୍ତି ।ଏହା ଆଦିବାସୀ ଅଞ୍ଚଳରେଖୁବଲୋକପ୍ରିୟହୋଇଥାଏ ।ସାଧାରଣରେଏହାରସ୍ୱାଦ ଶବ୍ଦରେ ପ୍ରକାଶକରିବା ଅସମ୍ଭବ । ଯାହାବିହେଉ, ହାଣ୍ଡିଆ ଆଦିବାସୀଙ୍କର ଏକ ଖାଦ୍ୟ ମଧ୍ୟ କହିଲେ ଅତ୍ୟୁକ୍ତିହେବନାହିଁ ।ହାଣ୍ଡିଆମୁଖ୍ୟତଃଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଆଦିବାସୀଜନଜାତିବ୍ୟବହାରକରୁଥିବା ଦେଖିବାକୁମିଳେ ।ହାଣ୍ଡିଆ ପ୍ରସ୍ତୁତକରିବାକୁହେଲେ, ପ୍ରଥମେଚାଉଳକୁ ଅଳ୍ପ ପାଣି ଦେଇ ରନ୍ଧାଯାଏ, ଯେପରିଭାତହେଲାପରେପେଜ ନିଗାଡ଼ିବାକୁ ନ’ପଡ଼େ ।ଭାତହେବା ପରେଏହାକୁ ପ୍ଲାଷ୍ଟିକଚଟେଇକିମ୍ବାହାତତିଆରିଖଜୁରିଚଟି (ପଟିଆ) ଉପରେରଖିଶୁଖିବାକୁଛାଡ଼ି ଦିଆଯାଏ ।ଏହାରକିଛିସମୟ ପରେବାଖର (ସାନ୍ତାଳୀଭାଷାରେରାନୁ) ଗୁଣ୍ଡକରିଭାତସହିତମିଶାଇ ଦିଆଯାଏ ।ତା’ପରେବଡ଼ମାଟିହାଣ୍ଡିରେରଖିଶାଳପତ୍ରଦ୍ୱାରାହାଣ୍ଡିରମୁହଁକୁ ବନ୍ଦ କରିଦିଆଯାଏ ।ଏହିପରିଭାବେକିଣ୍ୱନ ହେବାକୁ ୩-୪ ଦିନ ପର୍ଯ୍ୟନ୍ତ ଛାଡ଼ି ଦିଆଯାଏ ।ଶେଷରେକିଣ୍ୱନ ହୋଇଥିବାଭାତରୁ ପାଣିକୁ ନିଗାଡ଼ି ଅଲଗାକରିଦେବା ପରେତା’କୁ ଏକ ଜାଲି (ଚାଲା) ଉପରେଘସାହୁଏ ।ସେଇମଣ୍ଡରେପାଣିମିଶାଇହାଣ୍ଡିଆ ପ୍ରସ୍ତୁତକରାଯାଏ ।ଏହାମୁଖ୍ୟତଃପେଟକୁ ଥଣ୍ଡାରଖେବୋଲିହାଣ୍ଡିଆ ପିଉଥିବାଲୋକେକୁହନ୍ତି ।ଏହାସହିତରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧିକରିଥାଏ ।ହାଣ୍ଡିଆନେଇମାଇକ୍ରୋବାୟୋଲୋଜି ଆଣ୍ଡଟେକ୍ନୋଲୋଜିଜର୍ଣ୍ଣାଲରେ ପ୍ରକାଶିତ ଏକ ଅନୁସନ୍ଧାନରୁଜଣାଯାଇଛି ଯେ, ଚାଉଳ ମଦ କିମ୍ବାହାଣ୍ଡିଆରୁକର୍କଟରୋଗକୁରୋକିବାରେସହାୟକହୋଇଥାଏ ।ଏହାବ୍ୟତୀତଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣଶରୀରରରୋଗ ପ୍ରତିରୋଧକ ଶକ୍ତିବୃଦ୍ଧିକରିବାରେସାହାଯ୍ୟକରିଥାଏ ।ଶରୀର ପାଇଁକ୍ଷତିକାରକଜୀବାଣୁସହିତଲଢ଼େଏବଂହଜମ ପ୍ରକ୍ରିୟାକୁ ମଧ୍ୟ ସୁସ୍ଥରଖେ ।କିନ୍ତୁଏହାକୁ ଅତ୍ୟଧିକ ପରିମାଣରେସେବନ କରିଲେସ୍ୱାସ୍ଥ୍ୟ ପାଇଁବିପଜ୍ଜନକ ଏବଂମୃତ୍ୟୁରକାରଣହୋଇପାରେ ।
ଓଡିଶାରେ ୬୨ ପ୍ରକାରଜନଜାତିବାସକରନ୍ତି । ଅଧିକରୁ ଅଧିକଜନଜାତିରଲୋକମାନେ ନିମ୍ନଗରିବଶ୍ରେଣୀରେ ଅନ୍ତର୍ଭୁକ୍ତ ।ସେମାନଙ୍କର ପାରମ୍ପରିକ ପ୍ରଥା, ସଂସ୍କୃତି, ଭାଷାଏବଂଇତିହାସସଂପୂର୍ଣ୍ଣ ପୃଥକ ।କିନ୍ତୁସାମାଜିକକାର୍ଯ୍ୟରେହାଣ୍ଡିଆକିମ୍ବାମାଦକ ଦ୍ରବ୍ୟ ନହେଲେକୌଣସିକାର୍ଯ୍ୟସଂପୂର୍ଣ୍ଣହୁଏ ନାହିଁ, ଯାହା ପୂର୍ବପୁରୁଷମାନେ କହିଛନ୍ତି ।ସାମାଜିକବ୍ୟବସ୍ଥା ଅନୁଯାୟୀଏହାବ୍ୟବହାରକରିବା ପାଇଁସମାଜ ଅନୁମତି ପ୍ରଦାନ କରିଥିଲାକିନ୍ତୁହାଣ୍ଡିଆକିମ୍ବା ମଦ ବିକ୍ରିକରିବାସଂପୂର୍ଣ୍ଣ ନିଷେଧ ଥିଲା ।ବର୍ତ୍ତମାନ ସମୟରେତାହାମାତ୍ରାଧିକ ଦେଖିବାକୁମିଳୁଛି ।ସମୟ ଥିଲାଗ୍ରାମରେବୟୋଜ୍ୟେଷ୍ଠଲୋକମାନେ ଯାନିଯାତ୍ରାକିମ୍ବାବିଭିନ୍ନ ପର୍ବପର୍ବାଣିରେହାଣ୍ଡିଆ ପିଉଥିଲେକିନ୍ତୁହାଟରେ, ବାଟରେହାଣ୍ଡିଆବିକ୍ରିହେଉ ନଥିଲା ।ଚାଷକାମହେଉକିମ୍ବା ପ୍ରଥା ଓ ପରମ୍ପରା ଅନୁସାରେ ଆବଶ୍ୟକତାମୁତାବକହାଣ୍ଡିଆ ପ୍ରସ୍ତୁତକରାଯାଉଥିଲା । ଅନାବଶ୍ୟକଲୋକଙ୍କଗହଳି ନଥିଲାକିମ୍ବାଘଣ୍ଟାଘଣ୍ଟା ଧରିହାଣ୍ଡିଆବେଲା ଧରିଗପିବା ପାଇଁକାହାରି ପାଖରେସମୟ ମଧ୍ୟ ନଥିଲା ।ଗ୍ରାମାଞ୍ଚଳରେକୌଣସିମେଳା, ଯାତ୍ରା, ଫୁଟବଲ ପ୍ରତିଯୋଗିତାକରାଯାଉନଥିଲା ।ସେହିସମୟରେଲୋକମାନଙ୍କ ଅର୍ଥନୀତିକ୍ଷେତ୍ରରେ ଯଥେଷ୍ଟ ଜ୍ଞାନ ଥିଲା ।କିନ୍ତୁବର୍ତ୍ତମାନ ସମୟରେତାହାଓଲଟା ଦେଖାଯାଉଛି ।ଛୋଟ ପିଲାଠାରୁ ଆରମ୍ଭ କରିବୟସ୍କ ପର୍ଯ୍ୟନ୍ତ ହାଣ୍ଡିଆ ପିଇବା ଏକ ପ୍ରକାର ଅଭ୍ୟାସରେ ପରିଣତହେଇଯାଇଛି ।ତେଣୁଗାଁଗହଳିରେ ଦିନକୁ ଦିନ ହାଣ୍ଡିଆରଚାହିଦା ବଢ଼ିବାରେଲାଗିଛି ।ଏମିତିକି ୧୦୦% ରୁ ୩୦% ହାଣ୍ଡିଆଭାଟି ପ୍ରତିଗାଁରେରହିଛିକହିଲେଭୁଲହେବନାହିଁ ।ସେମାନେ ଏହାବ୍ୟବସାୟଭାବରେଗ୍ରହଣକରିନେଲେଣି ।ହାଣ୍ଡିଆବିକ୍ରୟନେଇ ଅନେକବିତର୍କ ମଧ୍ୟ ଚାଲିଥିଲା ।ସାମାଜିକ ପ୍ରଥା ପାଇଁହାଣ୍ଡିଆରବ୍ୟବହାରକିନ୍ତୁବ୍ୟବସାୟ ନୁହଁବୋଲି ଅନେକ ଆଦିବାସୀବୁଦ୍ଧିଜୀବୀହାଣ୍ଡିଆସପକ୍ଷରେଲଢ଼ନ୍ତି । ପିଲଚୁହାଳାମଏବଂ ପିଲଚୁବୁଢ଼ୀ ପାଖରୁହାଣ୍ଡିଆ ପ୍ରଥା ପ୍ରଚଳିତବୋଲି ଆଦିବାସୀମାନେ ବିଶ୍ୱାସକରନ୍ତି ।ତେଣୁସେମାନେ କୁହନ୍ତି, ଯେତେବେଳେହାଣ୍ଡିଆରବ୍ୟବହାର, ସେତେବେଳେହିଁ ଆବଶ୍ୟକକିନ୍ତୁ ଅନାବଶ୍ୟକ ନୁହଁ । ଘରର ଇଷ୍ଟ ଦେବତାଙ୍କ ପାଖରେହାଣ୍ଡିଆ ଅର୍ପଣକରିଲେଶତ୍ରୁ, ରୋଗ, ଭୂତ, ପ୍ରେତକବଳରୁରକ୍ଷାମିଳେବୋଲିବିଶ୍ୱାସକରାଯାଏ ।ସେଥିପାଇଁହାଣ୍ଡିଆକୁସାମାଜିକ ପ୍ରଥା ଅନୁସାରେ ‘ଭୋଗ’ ବୋଲିଗ୍ରହଣକରାଯାଏ ।କିନ୍ତୁବର୍ତ୍ତମାନ ସମୟରେହାଣ୍ଡିଆକୁହାଟରେବିକ୍ରିକରାଯାଇ ଆଦିବାସୀସମାଜକୁକଳୁଷିତକରାଯାଉଛିବୋଲି ଆଦିବାସୀସମାଜ ଦାବିକରୁଛି ।ତେବେସବୁଠାରୁ ଦୁଃଖର କଥା ହେଲା, ପଢ଼ିବାସମୟରେ ଅନେକ ପିଲାହାଣ୍ଡିଆ ନିଶାରେକବଳିତହୋଇ ଅଧାରୁ ପାଠ ପଢ଼ିବାଛାଡ଼ି ଦେଉଛନ୍ତି । ଯାହାଫଳରେସେମାନଙ୍କଭବିଷ୍ୟତ ଅନ୍ଧକାର ଆଡ଼କୁଠେଲିହେଇଯାଉଛି ।ହାଣ୍ଡିଆ ନିଶାରେକବଳିତହୋଇ ଅନେକସଂସାରଉଜାଡ଼ି ଯାଉଛି, ଗରିବୀ ଆଡ଼କୁଟାଣିହୋଇଯାଉଛି । ଏ ବାବଦରେସଚେତନତାକାହାରି ପାଖରେ ନାହିଁବୋଲିବାରମ୍ବାରଏଭଳିସମସ୍ୟାରେସେମାନେ ସମ୍ମୁଖୀନ ହେଉଛନ୍ତି ।ହାଣ୍ଡିଆନେଇକିବାଦ-ବିବାଦ ସାମାଜିକଗଣମାଧ୍ୟମରେ ପ୍ରଚାର ଓ ପ୍ରସାର ମଧ୍ୟ କରାଯାଉଛି ।କିନ୍ତୁ ଏ ନେଇସଚେତନ କରିବକିଏ? ଏମିତି ଆଲୋଚନାହାଣ୍ଡିଆନେଇକରିଲେ ଅନେକକିଛିରହସ୍ୟବାହାରିବ । ଯାହାବିହେଉ, ହାଣ୍ଡିଆରଚାହିଦା ବର୍ଷକରୁଗ୍ରୀଷ୍ମଋତୁରେମାତ୍ରାଧିକରହିଥାଏ ।କାରଣ, ଗରମଏବଂଗୁଳୁଗୁଳିରେଶୋଷମେଣ୍ଟାଇବା, ପେଟ ଥଣ୍ଡାକରିବାକିମ୍ବା ଆଂଶୁଘାତରୁରକ୍ଷା ପାଇବା ପାଇଁହାଣ୍ଡିଆର ଅତ୍ୟଧିକଚାହିଦା ବଢ଼ିଥାଏ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ