ଫକୀର ମୋହନ ସେନାପତିଙ୍କ ସ୍ମୃତି ଦିବସ ଉପଲକ୍ଷେ ବୃକ୍ଷରୋପଣ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବାଂଶ ଗ୍ରାମରେ ଯୁଗସ୍ରଷ୍ଟା ଫକୀର ମୋହନ ସେନାପତିଙ୍କ ସ୍ମୃତି ଦିବସ ଉପଲକ୍ଷେ ପାଚୀର ପତ୍ରିକା ପ୍ରକାଶନ କରାଯିବା ସହ ବୃକ୍ଷରୋପଣ କରାଯାଇଥିଲା । ସୁବାସ ସ୍ୱାଇଁଙ୍କ ନେତୃତ୍ୱରେ ଗ୍ରାମର ହିତେଶ ଦାସ, ତୋଫାନ ଭୋଇ, ଆକାଶ ସ୍ୱାଇଁ, ରଂଜିତ ଭୋଇ, ସୂର୍ଯ୍ୟାଂଶ ବିଦ୍ୟା ସାଗର, ବିଶ୍ୱଜିତ ସାମଲ, ନନ୍ଦ କିଶୋର ସେଠୀ,ପ୍ରଜିତ ଭୋଇ ଆଦି ରାସ୍ତା ପାଶ୍ୱର୍ରେ ବିଭିନ୍ନ ଔଷଧୀୟ ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ