ଯେଉଁଠି ଶିଶୁଙ୍କୁ ଦିଆଯାଏ ଯୌନଶିକ୍ଷା

ସାଧାରଣତଃ ୬ ରୁ ୭ବର୍ଷ ବୟସର ଶିଶୁମାନେ ନିଜକୁ ପାଠପଢ଼ା ଓ ଖେଳକୁଦରେ ମସଗୁଲ ରଖିଥାନ୍ତି । କିନ୍ତୁ ଏପରିଏକ ଜନଜାତି ଆଜି ମଧ୍ୟ ପୃଥିବୀ ପୃଷ୍ଠରେ ବାସ କରୁଛନ୍ତି ଯେଉଁମାନେ ସେମାନଙ୍କର ପିଲାମାନଙ୍କୁ ୬ବର୍ଷ ବୟସରୁ ଯୌନଶିକ୍ଷା ପ୍ରଦାନ କରିଥାନ୍ତି । ଏହି ଜନଜାତି ହେଉଛନ୍ତି ପାପୁଆ ନ୍ୟୁ ଗିନିରେ ରହୁଥିବା ଟ୍ରୋବ୍ରିଆଣ୍ଡ୍ ଜନଜାତି । ୬ ବର୍ଷ ବୟସରୁ ପିଲାଙ୍କୁ ଏହି ଶିକ୍ଷା ଦେବା ପରେ ୧୦ ବର୍ଷ ବୟସରେ ସେମାନଙ୍କୁ ବିବାହ କରାଇଥାନ୍ତି ଏହି ଜନଜାତିି । ଏହି ଜନଜାତିରେ କିପରି ଶାରୀରିକ ସମ୍ପର୍କରକ୍ଷା କରାଯିବ ତାହାର ପ୍ରଶିକ୍ଷଣ ପିଲାଙ୍କୁ ଦିଅନ୍ତି । ପୁଅ ଓ ଝିଅ ମନୋନୀତ କରିବା ଏହା ଉଭୟ ପରିବାରର ସହମତିରେ ହୋଇଥାଏ । ସାଧାରଣତଃ ପୁଅଝିଅଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ପାଇଁ ଅଭିଭାବକମାନେ ସହଯୋଗ କରିଥାନ୍ତି । ଅନେକ ବର୍ଷ ଧରି ଏହି ପରମ୍ପରା ଟ୍ରୋବ୍ରିଆଣ୍ଡ୍ ଜନଜାତି ମଧ୍ୟରେ ଚାଲିଆସୁଛି ।ଏହି କାରଣରୁ ଆଇଲାଣ୍ଡରେ ରହୁଥିବା ଟ୍ରୋବ୍ରିଆଣ୍ଡ୍ ଜନଜାତିଙ୍କୁ “ଫ୍ରି ଲଭ୍ କମ୍ୟୁନିଟି’ କୁହାଯାଏ । ବର୍ତ୍ତମାନ ଏହି ଜନଜାତିଙ୍କ ସଂଖ୍ୟା ୧୨ହଜାର ଥିବାବେଳେ ବାହାର ଦୁନିଆ ସହ ସେମାନଙ୍କ ଯୋଗାଯୋଗ ଆଦୌ ନାହିଁ କହିଲେ ଚଳେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ