ବାଲେଶ୍ଵର ୪ ଡକାୟତି ଗିରଫ 10/02/202010/02/2020 YWPSENU6 0 Comments ୪ ଡକାୟତି ଗିରଫ ବାଲେଶ୍ୱର ଜିଲ୍ଲା ସୋର ଥାନା ପୋଲିସକୁ ମିଳିଛି ବଡ ସଫଳତା । ମହୋତ୍ସବ ପଡିଆରେ ବଡ ଧରଣର ଡକାୟତ ଉଦ୍ୟମ କରିବା ପୂର୍ବରୁ ପୋଲିସ ହାତରେ ଧରାପଡିଛନ୍ତି । ମହୋତ୍ସବ ପଡିଆ ଠାରୁ ୪ ଜଣ ଡକାୟତକୁ ପୋଲିସ ଗିରଫ କରିବା ସହ ବନ୍ଧୁକ ,ଭୁଜାଲି ସମେତ ୫ ଟି ମୋବାଇଲ ଫୋନ ଜବତ କରିଛି । Spread the love