ରାଜ୍ୟ ୨୦୨୦-୨୧ : ଡିଜିଟାଲ ବଜେଟ୍

ଭୂବନେଶ୍ୱର ,(ଯୁଗାବ୍ଦ ନ୍ୟୁଜ୍‌): ଚଳିତ ବର୍ଷ ଠାରୁ ଆରମ୍ଭ ହୋଇଛି ରାଜ୍ୟ ବଜେଟ୍‌ର ନୂତନ ଧାରା । ପୂର୍ବରୁ ୭୫ ଲକ୍ଷ ପୃଷ୍ଠାର କାଗଜ ପାଇଁ ୧ହଜାର ରୁ ଉର୍ଦ୍ଧ୍ୱ ଗଛ କଟାଯାଉଥିବା ବେଳେ ଡିଜିଟାଲ ମୋଡରେ ୨୦୨୦-୨୧ ବଜେଟ୍ ମଙ୍ଗଳବାର ଉପସ୍ଥାପନା କରିବେ ଅର୍ଥ ମନ୍ତ୍ରୀ ନିରଞ୍ଚନ ପୂଜାରୀ । ଏହି ଭଳି ନୂତନ ଡିଜିଟାଲ ମାଧ୍ୟମରେ କରାଯାଇଥିବାରୁ ସବୁଜ ବିକାଶ ଲାଗି ନିରନ୍ତର ପ୍ରୟାସ ଜାରୀ ରହିଥିବା ବେଳେ ଏଥର ବଜେଟ୍ ଡିଜିଟାଲ ମାଧ୍ୟମରେ କରାଯାଉଥିବାରୁ ଏଭଳି ଖବର କୁ  ଗ୍ରୀନ୍ ବଜେଟ୍ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ