ଫାଇନାଲ ରେ ଏମଆଇ

ଆଇପିଏଲ ର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ରେ ୩ ଥର ବିଜୟ ହୋଇଥିବା ମିମ୍ବାଇ ଇଣ୍ଡିଆନସ ୨୦୧୯ ଆଇପିଏସ ଫାଇନାଲ ରେ ପ୍ରକାଶ କରିଛି । ଚେନ୍ନାଇ ସୁପର କିଙ୍ଗ କୁ ୬ କେଟ ରେ ହରାଇ ଫାଇନାଲ ରେ ପ୍ରବେଶ କରିଛି ଏମଆଇ । ଚେନ୍ନାଇ ସୁପର କିଙ୍ଗ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ସିଏସକେ ୨୦ ଓଭର ଖେଳି ୧୩୨ ବିଜୟ ଲକ୍ଷ ଦେଇଥିଲା ଏମଆଇ କୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ