ବ୍ରଜନଗରରେ ଚୋରି ଅଭିଯୋଗ
କୁକୁଡ଼ାଖଣ୍ଡି (ଯୁଗାବ୍ଦ ନ୍ୟୁଜ) କୁକୁଡ଼ାଖଣ୍ଡି ବ୍ଲକ ସଦର ଥାନା ଅନ୍ତର୍ଗତ ବ୍ରଜନଗର ପ୍ରଥମ ଲାଇନରେ ଗତକାଲି ରାତ୍ର ସମୟରେ କିଛି ଦୁର୍ବୁତ୍ତ ଚିରିଞ୍ଜିବ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତିଙ୍କ ଘର ତାଲା ଭାଙ୍ଗୀ ୪୦ ହଜାର ଟଙ୍କା,୪୦ଗ୍ରାମ ସୁନା,ସ୍କୁଟି , ସାଢୀଓ କିଛି ଡ୍ରେସ ଚୋରି ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ କରାଯାଇଛି କ୍ଷ ଘର ମାଲିକଙ୍କ ଅନୁପସ୍ଥିତରେ ଏହି ଚୋରି ହୋଇଥିବା ବେଳେ ବର୍ତମାନ ସେ ଉତ୍ତରାଖଣ୍ଡର ରୂକିରେ ସେ ଅଛନ୍ତି କ୍ଷ ସେ ଯିବା ପୂର୍ବରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଘର ଉପରେ ଟିକେ ନଜର ରଖିବାକୁ କହିଥିଲେ କିନ୍ତୁ ସେହି ବ୍ୟକ୍ତିର ଉକ୍ତ ଦିନ ଦେହ ଅସୁସ୍ଥ ଥିବା କାରଣରୁ ଆସିନଥିଲେ କ୍ଷ ଏହି ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଚୋରି କରିବାରେ ସଫଳ ହୋଇଥିଲେ କ୍ଷଏନେଇ ସଦରଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ କହିଛନ୍ତି ଚୋରି ରାତ୍ର ୧ଟାରୁ ୩ଟା ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି ,।ତଦନ୍ତ ପରେ କାଯ୍ୟାନୁଷ୍ଟାନ ।